ମୟୂରଭଞ୍ଜ: ସୁସ୍ଥ ହେଲେ ଆଉ ୩ କରୋନା ପଜିଟିଭ

ଜିଲ୍ଲାରେ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୭ଜଣ :ଘରେ ସଙ୍ଗରୋଧରେ ରହିବେ ୧୪ ଦିନ ବାରିପଦା(ଦିଲ୍ଲୀପ ମହାନ୍ତି) :- ମୟୂରଭଞ୍ଜ ଜିଲ୍ଲାର ୧୧ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆଉ ୩ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

ମୟୂରଭଞ୍ଜରେ ଅମ୍ଫାନ୍ ରଚିଲା ତାଣ୍ଡବ – ଭାଙ୍ଗିଲା ଗଛ, ଉଡ଼ିଲା ଘର

 ଚାଷୀଙ୍କ ମୁଣ୍ଡରେ ଚଡକ, ଜଳାର୍ଣ୍ଣବ ହେଲା ଧାନ ଓ ପରିବା କ୍ଷେତ-୨୨ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତର  ବାରିପଦା(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜରେ ଅମ୍ଫାନ୍ ରଚିଲା ତାଣ୍ଡବ ।  ପ୍ରବଳ  ବର୍ଷା ସାଙ୍ଗକୁ ପବନ ସବୁ କିଛି ଉଜାଡ଼ି ଦେଇଛି । ଗତକାଲି ମଧ୍ୟରାତ୍ରରୁ ଜିଲ୍ଲାରେ ବର୍ଷା ଆରମ୍ଭ…

“ସଖୀ” ୱାନଷ୍ଟପ ସେଣ୍ଟର ପକ୍ଷରୁ ବି.ସୀତାପୁର ଗ୍ରାମରେ କରୋନା ସଚେତନତା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି।   ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର…

 ଏକାଦଶାହରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି  : ଲୋକାର୍ପିତ ହେଲା “ସ୍ମୃତିରେ ସୁବାସ ଚୌହାନ” 

ପଦ୍ମପୁର(ଶାସକ ପ୍ରଶାସକ))- ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦିବଂଗତ ନେତା ସୁବାସ ଚୌହାନଙ୍କ ଏକାଦଶାହ ବୁଧବାର ଦିନ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ନିକଟସ୍ଥ ସୁବାସ ଚୌହାନଙ୍କ ପୈତୃକ ଗାଁ ଆମ୍ବବାହାଲ ଠାରେ ଅନୁଷ୍ଠିତ ଏହି ଏକାଦଶାହ…

ପଦ୍ମପୁର ବିଜେପି ପକ୍ଷରୁ କରୋନା ଯୋଦ୍ଧାଙ୍କୁ କରାଗଲା ସମ୍ମାନିତ 

ପଦ୍ମପୁର (ଶାସକ ପ୍ରଶାସକ): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ ଡାଉନ ଚାଲିଛି। ପ୍ରାୟ ମାସ ମାସ ହେଲା ଲୋକେ କରୋନା ଭୁତାଣୁ ର…

ଘରୋଇ ବିମାନସେବା ମେ ୨୫ରୁ !

ନୂଆଦିଲ୍ଲୀ (ଏସପିବି) : କରୋନା ମହାମାରୀ କାରଣରୁ ବନ୍ଦ ଥିବା ବିମାନ ସେବା ପୁଣି ଠାରେ ଆରମ୍ଭ ହେବାକୁ ଯାଉଛି | ଲକ ଡାଉନ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଲେ ମେ ୨୫ ତାରିଖରୁ ପର୍ଯ୍ୟାୟ କ୍ରମେ ଘରୋଇ ବିମାନସେବା ଆରମ୍ଭ  କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ…

ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସହାୟତା ରାଶି ପ୍ରଦାନ 

ପଦ୍ମପୁର(ଶାସକ ପ୍ରଶାସକ): କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ଯକ୍ତି ବିଶେଷ ଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଅଛି  । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯାଳୟ ପ୍ରକୋଷ୍ଠରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଲକ୍ଷ୍ମୀ…

କରୋନା  ଜାଲରୁ ମୁକୁଳିଲେ ୩୬ ଆକ୍ରାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଥିବା ବେଳେ  ଆଇ ୩୬ଜଣ ଆକ୍ରାନ୍ତ  କରୋନା କବଳରୁ ପାଇଛନ୍ତି ମୁକ୍ତି | ଏହାଫଳରେ ରାଜ୍ୟରେ କରୋନା କବଳରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଂହିଲା ୩୪୩ରେ | ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…

ଆଶିଷ ସିଂଙ୍କ କାର୍ଯ୍ୟଶୈଳୀ ଓ ପ୍ରତିବଦ୍ଧତାକୁ ଏସଆରସିଙ୍କ ଭୁୟସୀ ପ୍ରଶଂସା 

http://www.youtube.com/watch?v=NfxD-w6N6m0 ସମୟୋଚିତ ପଦକ୍ଷେପ ଏଡ଼ାଇଲା ଅଘଟଣ, ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ୩୦୦୦୦ରୁ ଉର୍ଧ୍ବଲୋକ  ଭୁବନେଶ୍ୱର (ଶାସକ ପ୍ରଶାସକ):  ଆମ୍ପନର ମୁକାବିଲା ପାଇଁ ଓ ବାତ୍ୟା କାରଣରୁ ଜଣକର ବି ଜୀବନ ଯେପରି ନହୁଏ ସେଥିପାଇଁ କେନ୍ଦ୍ରାପଡାର…