ଜୁନ ପହିଲାରୁ ବି ଗଡିବ  ଏସି ଟ୍ରେନ : ଆଇଆରସିଟିସି ୱେବସାଇଟ ବା ମୋବାଇଲ ଆପରେ ହେବ ଅନଲାଇନ ଟିକେଟ 

ରିଜର୍ଭେସନ କାଉଣ୍ଟରରେ ମିଳିବନି ଟିକେଟ  ନୂଆଦିଲ୍ଲୀ(ଏସପିବି) -ଆଗରୁ ରେଳ ମନ୍ତ୍ରଣାଳୟ କହିଥିଲା କେବଳ ନନ ଏସି ଟ୍ରେନ ପହିଲାରୁ ଗଡିବ | ହେଲେ ନନ ଏସି ସହ ଜୁନ ପହିଲାରୁଏସି ଟ୍ରେନ ବି ଗଡିବ  | କୌଣସି ରେଳ ଷ୍ଟେସନର ରିଜର୍ଭେସନ କାଉଣ୍ଟରରେ ମିଳିବନି ଟିକେଟ | କେବଳ  ଆଇଆରସିଟିସି…

ସଂଗରୋଧ ଗୃହରେ ପ୍ରବାସୀଙ୍କ ମୃତ୍ୟୁ :ପରିବାର ଗ୍ରାମବାସୀଙ୍କ ଚାପରେ ବ୍ୟବଛେଦ ପାଇଁ ଶବ ଫେରାଇନେଲା ପ୍ରଶାସନ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ ଗୃହରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରଶାସନକୁ ବହୁ ହଟହଟା ହେବାକୁ ପଡିଛି । ସ୍ଥାନୀୟ ହରିପୁର ପଂଚାୟତ ଜୟପୁର ଗ୍ରାମର ଭଜକୃଷ୍ଣ ବେହେରା(୩୨) ତାମିଲନାଡୁକୁ ଦାଦନ…

ନୂଆପଡା ରେଳ ଷ୍ଟେସନରେ ଶ୍ରମଜୀବୀ ଏକ୍ସପ୍ରେସ,  ନୂଆପଡା ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

ତେଲେଙ୍ଗାନାରୁ ପହଁଚିଲେ ୨୫୦୦ ପ୍ରବାସୀ, କେବଳ ନୂଆପଡା ଜିଲ୍ଲାର ୫୦୦ରୁ ଇର୍ଧ୍ୱ ଶ୍ରମିକ  ନୂଆପଡା(ଅମିତ ପୁରୋହିତ ): କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ଦେଶରେ ୪ର୍ଥ ପର୍ଯ୍ୟାୟ  ତାଲାବନ୍ଦ ଜାରି ରହିଛି ।  କେନ୍ଦ୍ର ସରକାର ଭିନ୍ନଭିନ୍ନରାଜ୍ୟରେ ଫସିରହିଥିବା ଶ୍ରମିକ ମାନଙ୍କୁ ନିଜ…

ମୟୂରଭଞ୍ଜକୁ ଫେରିଲେଣି ୯ ହଜାର ପ୍ରବାସୀ 

ବାରିପଦା(ଦିଲ୍ଲୀପ ମହାନ୍ତି) :-  କରୋନା ମୁକାବିଲା ନିମନ୍ତେ  ଲକ୍‌ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ଓଡ଼ିଆମାନେ ଜନ୍ମମାଟି ମୟୂରଭଞ୍ଜକୁ ଫେରିବାରେ ଲାଗିଛନ୍ତି। ଜିଲ୍ଲାକୁ ପ୍ରାୟ ୮ହଜାର ୯ଶହ ୫୭ଜଣ ପ୍ରବାସୀ ଫେରିଲେଣି। ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୯ହଜାରରେ…

ଜାରି ହେଲା ଲକ୍‌ଡାଉନ-୪ର ମାର୍ଗଦର୍ଶୀକା, ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ ଦୋକାନ

ଅବକାରୀ ବିଭାଗର ନିର୍ଦ୍ଦେଶାନାମା ପରେ ଖୋଲିବ ମଦ ଦୋକାନ, ବସ୍‌ ଚଳାଚଳକୁ ଅନୁମତି ବାରିପଦା,(ଦିଲ୍ଲୀପ ମହାନ୍ତି) :-  କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ-୪ ନିମନ୍ତେ ମାର୍ଗଦର୍ଶୀକା ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜିଲ୍ଲାପାଇଁ ବିଭିନ୍ନ ମାର୍ଗଦର୍ଶିକା ଜାରି…

ସେପଟେ ଅମ୍ଫାନରର ତାଣ୍ଡବ, ଏପଟେ ମଣିଷ ସାଜିଲା ଅମାନବ

 ଘରେ ପଶି ନାବାଳିକାକୁ ଅସଦାଚରଣ , ଅଭିଯୁକ୍ତ ଯୁବକ ଗିରଫ  ବାରିପଦା/ ଦିଲ୍ଲୀପ ମହାନ୍ତି :-  ସାମୁଦ୍ରିକ ଝଡ ଅମ୍ଫାନ ତାଣ୍ଡବ ରଚିଥିବା ବେଳେ ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକା ଘର ଭିତରେ ରହିଥିବା ବେଳେ ଏକ କାମୁକ ଯୁବକ ଘରେ ପଶି ଅଶାଳୀନ…

ବିଷ ପିଇ ଜୀବନ ହାରିଲେ ନାବାଳିକା

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜଣେ ୧୭ ବର୍ଷ ବୟସ୍କା ନାବାଳିକା ମଙ୍ଗଳବାର ଦିନ ବିଷପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମାଣିତରା କଲେଜରେ ଅଧ୍ୟୟନ କରି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷା ଦେଇଥିବା ଜଣା ପଡ଼ିଛି। ଏହି…

ଗଛ ଡାଳ ପଡି ଦୁଇ ଶିଶୁ ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି)- ସାମୁଦ୍ରିକ ଝଡ ଅମ୍ଫାନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ପୋଡାଡିହା ପଂଚାୟତର ଡାହି ସାହି  ଗ୍ରାମରେ ଆମ୍ବ ଡାଳ ପଡ଼ି ଦୁଇ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ହଠାତ ପବନ ହେବା  କାରଣରୁ ଘର ନିକଟରେ ଥିବା ଆମ୍ବଗଛର ଡାଳ ଭାଙ୍ଗି ଘର ଉପରେ…

ଜୀବନ ଜୀବିକା ହରାଇଛନ୍ତି ନୃସିଂହନାଥ ବ୍ୟବସାୟୀ ; ବ୍ୟବସାୟୀଙ୍କ ସହ ଆଲୋଚନା କଲେ ଉପଜିଲ୍ଲାପାଳ 

ବରଗଡ :- କୋରୋନା କଟକଣାକୁ ସରକାର ଧୀରେ ଧୀରେ କୋହଳ କରିବାରେ ଲାଗିଛନ୍ତି । ପ୍ରଥମ ପର୍ଯ୍ୟାୟର ଲକଡାଉନ ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଅନେକ କ୍ଷେତ୍ରରେ କଟକଣା କୋହଳ ହେଇଛି । ଏହିକ୍ରମରେ ବରଗଡ଼ ଜିଲ୍ଲାରେ ମଧ୍ୟ ପୁଣି କିଛି ନୂତନ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ…

ଦମକଳ ଗାଡି ଆସିବା ବିଳମ୍ବ ହେଲା, ନିଜେ ଗଛ କାଟି ରାସ୍ତା ସଫା କଲେ ଥାନାଧିକାରିଣୀ ଲୋପାମୁଦ୍ରା

ବାରିପଦା(ଦିଲ୍ଲୀପ ମହାନ୍ତି):-  ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ। ନିଜେ କୁରାଢ଼ି ଧରି ଗଛ କାଟି ରାସ୍ତା ସଫା କଲେ। ଯାହାକି ସାଧାରଣରେ ପ୍ରଶଂସା କରାଯାଇଛି। ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଆଜି ଅମ୍ଫାନ୍ କାରଣରୁ ଏହି ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ଏକ ଗଛକୁ କାଟି…