Sign in
Sign in
Recover your password.
A password will be e-mailed to you.
ଇଏ କାହା ହୀନ ମାନସିକତା ଅବା କେଉଁ କୁଆଁରୀ ମାର ଅବାଂଛିତ ପାପ !!
ହେଲେ ଏ ନିଷ୍ପାପ କନ୍ୟା ଶିଶୁର ବା କି ଦୋଷ
ବରଗଡ଼ /ଶାସକ ପ୍ରଶାସକ : ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁସୁମ ଗଛ ମୂଳରେ ଶିଶୁଟି…
ଅମାନିଆଙ୍କୁ ସାବାଡ଼୍ କଲା ପୁଲିସ୍
ବାରିପଦା(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ । ଏନେଇ ଅଣଆବଶ୍ୟକ ଦୋକାନଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବାରିପଦା ସହରରେ କିଛି ଦୋକାନ ସନ୍ଧ୍ୟା ୬ ପରେ ମଧ୍ୟ ଖୋଲା ରହୁଥିବା…
ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅଗ୍ରିମ ଅର୍ଥ ରାଜ୍ୟରେ ରିଲିଫ୍ ଓ ପୁନଃଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବ…
• ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ
• ମୋଦି ସରକାର ଅତୀତରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ଛିଡା ହୋଇଛନ୍ତି
• ଓଡିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ
ନୂଆଦିଲ୍ଲୀ/ଭୁବନେଶ୍ୱର -…
ଓଡ଼ିଶା ପାଇଁ ଆଗୁଆ ସହାୟତା ୫୦୦ କୋଟି
ଓଡିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ଅନେକ ଜୀବନ ରକ୍ଷା କରାଯାଇପାରିଲା : ପ୍ରଧାନମନ୍ତ୍ରୀ
ଭୁବବେଶ୍ୱର : ଆମ୍ପାନ ମହାବାତ୍ୟା ମୁକାବିଲାରେ ଓଡିଶା ସରକାରଙ୍କ ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଶାର ବାତ୍ୟା…
କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା : ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ଉଦ୍ୟମ ହେଲା ସଫଳ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ। ସମ୍ କୋଭିଡହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା ।
୪୦ ବର୍ଷିୟା…
ଏଟା ବାପା ନା ରାକ୍ଷସ !
ଜୁନାଗଡ଼ (ଆଦିତ୍ୟ ମହାନ୍ତି ) କଳାହାଣ୍ଡି ଜିଲା ଜୁନାଗଡ ଥାନା ତିଲ ଝୁଡି ଗ୍ରାମରେ ଘଟି ଯାଇଛି ଏକ ହୃଦୟ ବିଦାରକ ତଥା ଜଘନ୍ୟ କାର୍ଯ୍ୟ |ନିଜ ଜନ୍ମିତ ଦୁଇ ବର୍ଷର ଶିଶୁପୁତ୍ର କାନ୍ଦୁଥିବା କାରଣରୁ ତାକୁ କଚାଡି ମାରି ହତ୍ୟା କଲା ବାପା | ଜୁନାଗଡ ସ୍ଥିତ ଜାରିଙ୍ଗ ଜଙ୍ଗଲରୁ ଶିଶୁର ମୃତ…
ପୂର୍ବ ଭାରତକୁ ସଂଯୋଗ କରୁଥିବା ପାଇପଲାଇନ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ – ଧର୍ମେନ୍ଦ୍ର
ଦେଶରେ କ୍ରିୟାନ୍ୱିତ ହେଉଥିବା ୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
• ପୂର୍ବ ଭାରତକୁ ସଂଯୋଗ କରୁଥିବା ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ଜାରୀ
• ଆଇଓସିଏଲ ଦକ୍ଷିଣ ଭାରତରେ ୬୦୨୫ କୋଟି ବ୍ୟୟରେ ୧୪୫୦ କିମି ଲମ୍ବ ପ୍ରାକୃତିକ…
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି | ଅମ୍ଫନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ | ସେ…
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ : ବାତ୍ୟାଂଚଳ ବୁଲିବା ପରେ କରିବେ ସମୀକ୍ଷା
ପଶ୍ଚିମ ବଙ୍ଗ ଗସ୍ତ ପରେ କଲେ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ସ୍ଥିତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିମାନବନ୍ଦର ଠାରେ ପ୍ରଧାମାନେତ୍ରୀଙ୍କୁ ସ୍ୱାଗତ…
ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ : ସି ଆଇଏସସିଇ ଘୋଷଣା କଲା ବାକିଥିବା ପେପରର ପରୀକ୍ଷା ସୂଚୀ
ନୂଆଦିଲ୍ଲୀ ; ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ ର ବାକିଥିବା ପରୀକଜ୍ୟ ଗୁଡିକ ପାଇଁ ସିଡ୍ୟୁଲ ଘୋଷଣା କରିଛି ସିଆଇଏସସିଇ | ସିଆଇଏସସିଇ ତରଫରୁ ବାକି ଥବା ପରୀକ୍ଷା ଗୁଡିକ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦଶମ ଶ୍ରେଣୀ ପାଇଁ ଓ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପାଇଁ କରାଯିବ | …