ମୁଖ୍ୟମନ୍ତ୍ରୀଙ୍କୁ ବି ହେଲା କରୋନା

0

(ଭୋପାଲ)  :- କୋରୋନା ମହାମାରୀ ବର୍ତମାନ କ୍ଷିପ୍ର ଗତିରେ ମାଡିବାରେ ଲାଗିଛି । ଟିକେ ଅସାବଧାନ ନିଶ୍ଚିତ ଭାବରେ କୋରୋନା ଆକ୍ରମଣ କରିବ ଏଥିରେ ସନ୍ଦେହ ନାହିଁ । ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ କୋରୋନା ଆକ୍ରାନ୍ତ ହେଇଥିବା ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହିତ ବିଗତ ଦିନରେ ତାଙ୍କର ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରେଇ ନେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ ନିବେଦନ କରିଛନ୍ତି ।

ସେ ଟୁଇଟ କରି କହିଛନ୍ତି ଯେ ” मेरे प्रिय प्रदेशवासियों, मुझे #COVID19 के लक्षण आ रहे थे, टेस्ट के बाद मेरी रिपोर्ट पॉज़िटिव आई है। मेरी सभी साथियों से अपील है कि जो भी मेरे संपर्क में आए हैं, वह अपना कोरोना टेस्ट करवा लें। मेरे निकट संपर्क वाले लोग क्वारन्टीन में चले जाएँ।”

 

Leave A Reply

Your email address will not be published.