Sign in
Sign in
Recover your password.
A password will be e-mailed to you.
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଘରୋଇ କର୍ମଚାରୀ ସହ ୭ ଜଣ କରୋନା ପଜିଟିଭ ।
ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ାରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ହେଲେ ସରକାରଙ୍କ ପକ୍ଷରୁ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୬ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି |
ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଝାରସୁଗୁଡ଼ାରେ…
କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ସାମିଲ କରି କେବଳ ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟସରକାର:ବିଜେପି
ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା ପ୍ରସଙ୍ଗ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି…
“ଏହି ବରଗଛ ହେଉଛି ଓଡ଼ିଆଙ୍କ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ”
କରୋନା ସମୟରେ ଫନି କଥା ମନେ ପକାଇଦେଲେ ନବୀନ
ଭୁବନେଶ୍ୱର : ଏବେ କରୋନା ସମସ୍ତଙ୍କୁ ନୟାନ୍ତ କରିଛି | ସବୁ ଆଡେ ନିରାଶା | ୨୧ ଦିନର ଲଢେଇ ଏବେ ୨୧ ସପ୍ତାହ ଡେଇଁବ ଡେଇଁବ ହେଲାଣି | ଲୋକଙ୍କ ରୋଜଗାର ଗୋଲ, ସଂଚୟ ଗୋଲ | ବଂଚିବା ପାଇଁ ଗଣ୍ଡେ ଖାଇ ଚାଲିଛି ଲଢେଇ ଭୁତାଣୁ କରୋନା ବିରୋଧରେ |…
ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରକଳ୍ପର ସେକୁଲାରକରଣ ସର୍ବଥା ଅଦୁରଦର୍ଶିତାପୂର୍ଣ୍ଣ : ଶଙ୍କରାଚାର୍ଯ୍ୟ
ପୁରୀ (ଶାସକ ପ୍ରଶାସକ) : ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି "ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପର ସମ୍ପୂର୍ଣ୍ଣ…
କାରୋନା ମୃତକଙ୍କ ପିଲାଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା
କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବଡ ଘୋଷଣା
କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ : ଡ଼ ସାମନ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କାରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି। …
ଆଜି “ଠ” ବୁଲାଇଦେଲା କରୋନା : ସବୁ ଜିଲ୍ଲାରୁ ବାଣ୍ଟିହୋଇ ବାହାରିଲେ ୧୩୭୬ କରୋନା ପଜିଟିଭ
ଆଜି ବି ୧୦ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୫ ହଜାର
ଗଂଜାମ ୪୮୪, ଖୋର୍ଦ୍ଧା ୧୮୭, କେନ୍ଦୁଝର ୧୦୩, କଟକ ୭୫, ଗଜପତି ୭୪
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି…
କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୪୮ ହଜାର ଉପରେ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୪୮,୬୬୧ ଜଣ କରୋନା ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୮,୬୬୧ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୦୫ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ…
କାର୍ଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ଭାରତର ବିଜୟର 21 ତମ ବାର୍ଷିକୀ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ତିନି ସେନା ସେବା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। "କାର୍ଗିଲ ବିଜୟ ଦିବସରେ ମୁଁ ଦେଶର…
ମୟୂରଭଞ୍ଜ :ପୁଲିସର କଡ଼ା ବ୍ୟବସ୍ଥା ମଧ୍ୟରେ ଜୁଲାଇ ମାସର ସପ୍ତାହାନ୍ତ ସଟ୍ ଡ଼ାଉନ-୪
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…
କୋଭିଡ଼ କେୟାର ସେଣ୍ଟରର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ଏସପି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଆଜି ବାରିପଦା ପୌରପରିଷଦରେ ଥିବା କୋଭିଡ଼ କେୟାର ସେଣ୍ଟର ପରିଦର୍ଶନରେ ଯାଇଥିଲେ । ଏହି ସମୟରେ କୋଭିଡ଼ କେୟାର ସେଣ୍ଟରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ସହ ସେଠାକାର…