ପୁଣି ସୁସ୍ଥ ହେଲେ ୫୩ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପୁଣି ସୁସ୍ଥ ହୋଇଛନ୍ତି ୫୩ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୦ ଜଣ, ଯାଜପୁରର ୧୮ ଜଣ , ଖୋର୍ଦ୍ଧାର ୩ ଜଣ ଓ କେନ୍ଦୁଝରର ୨ ଜଣ | ଏହି ୫୩ ଜଣଙ୍କୁ ମିଶାଇ କରନା ଜାଲରୁ ମୁକ୍ତି ପାଇଥବା ବ୍ୟକ୍ତିଙ୍କ ସଂଖ୍ୟା ୫୫୦ରେ ପହଂଚିଛି | …

ଆଗାମୀ 10 ଦିନ ମଧ୍ୟରେ ଚାଲିବ 2600 ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ

ଯାତାୟାତ କରିବେ ଫସି ରହିଥିବା  36 ଲକ୍ଷ ପ୍ରବାସୀ  ନୂଆଦିଲ୍ଲୀ/ଏସପିବି : ଦେଶ ଏବେ କୋଭିଡ-19 ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛି ରେଳ ମନ୍ତ୍ରଣାଳୟ । ପ୍ରବାସୀମାନଙ୍କୁ ସେମାନଙ୍କ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପିସିସି ସଭାପତି   

ଭୁବନେଶ୍ୱର: -ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ୟଳୟ ପରିସରରେ କରୋନା ଯୋଦ୍ଧା ଭାବେ ଯୁବ କଂଗ୍ରେସ ଭୁବନେଶ୍ୱର ମଧ୍ୟମ ସଭାପତି ଶ୍ରୀ ସଂକୁନା କଂହର,ଯୁବ କଂଗ୍ରେସ ନେତା ଅଭିଳାଷ ମାଣିଆ ,  ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା…

ନରମିଲା ସଙ୍ଗ ରୋଧ ନିୟମ, କୋହଳ ହେଲା ଗମନାଗମନ କଟକଣା

କଣ୍ଟେନମେଣ୍ଟ ଅଂଚଳକୁ ଛାଡି  ବାକି ଅଞ୍ଚଳରେ ଗଡ଼ିବ ସବୁ ଗାଡି   ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କୁ ସରକାରଙ୍କ କଡ଼ା ଚେତାବନୀ ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସୁବିଧା ସଙ୍ଗ ରୋଧ ଅବଧି  (୨୧+୭) ଦିନିଆରୁ ହେବ (୭+୭ ) ଦିନିଆ  ତେଲେଙ୍ଗାନାରୁ ୧୨ଟି ଟ୍ରେନ୍…

ଅସହାୟ ପରିବାରକୁ ସହାୟତା ହାତ ବଢ଼ାଇଲା  କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା

ଧର୍ମଗଡ଼ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଆଜି ଗୋଲାମୁଣ୍ଡା ବ୍ଲକ ବେତରାଜପାଲି ଗାଁର ଦୁଇ ଅନାଥ ଭାଇ ଭଉଣୀଙ୍କୁ କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଇଛି |  ବେତରାଜପାଲି ଗାଁର ସ୍ବର୍ଗତ ରତ୍ନାକର ବାଗ ଓ ସ୍ବର୍ଗତ ମକର ଦେଇ ବାଗଙ୍କ ଝିଅ…

ଚତୁର୍ଥ ପର୍ଯ୍ୟାୟ ଲଗ ଡାଉନରେ ପ୍ରଥମ କରି ନୂଆପଡାକୁ ଛୁଇଁଲା କରୋନା

ନୂଆପଡା./ ଅମିତ ପୁରୋହିତ ; ନୂଆପଡା ଜିଲ୍ଲା ଚତୁର୍ଥ ପର୍ଯ୍ୟାୟ ଲଗ ଡାଉନର ଚଳିତ କ୍ରମରେ ଆଜି କରୋନା ପଜିଟିଭ ତାଲିକାରେ ସାମିଲ ହୋଇଛି । ସଦର ଜିଲ୍ଲା ନିଜକୁ ପୋଲିସ ଓ ଜିଲ୍ଲା ପ୍ରସାଶନର ବଳିଷ୍ଠ ଭାବେ ତାଲାବନ୍ଦର ୨ ମାସ ଧରି କରୋନାମୁକ୍ତ ରଖିଥିବାରେ ସମର୍ଥ ହୋଇଥିବା ବେଳେ ଏବେ…

ପାରିବାରିକ କଳହରୁ 9 ମାସର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ପାରିବାରିକ କଲହର କରୁଣ ପରିଣତି । ୯ ମାସର ଗର୍ଭବତୀକୁ ମାରିଦେଲା ସ୍ୱାମୀ। ଏମିତି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗାଁ ରେ। ମୃତକ ଜଣକ ହେଲେ ରକ୍ସା ଗାଁର କବିତା ମେହେର। ଅଭିଯୁକ୍ତ ସ୍ୱାମୀ ବଳରାମ ମେହେର ଫେରାର ଥିବା…

ଟ୍ରେନରେ ଜନ୍ମ ହେଲା ଶିଶୁ 

ଟିଟିଲାଗଡ ( ଗୌରବ ଦର୍ଜୀ) -  ସାରା ଭାରତ ରେ ତାଲାବନ୍ଦ ଚାଲିଥିବା ବେଳେ ଟ୍ରେନ ଗୁଡ଼ିକ ଚାଲିବା ବନ୍ଦ୍  କରାଯାଇଛି। ଅନେକ ଓଡ଼ିଆ ପ୍ରବାସୀ ଓଡ଼ିଶା ବାହାରେ ରହି ଯାଇଛନ୍ତି। ସେମାନଙ୍କୁ ଓଡ଼ିଶା ନିଜ ଭିଟା ମାଟିକୁ ଫେରେଇ ଆଣିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ…

କଦଳୀଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ରେ କରାଗଲା ସାନିଟାଇଜ୍ 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ କଦଳୀଗଡ ପଞ୍ଚାୟତ କାର୍ଯ୍ୟାଳୟ , ପେଟ୍ରୋଲ ପମ୍ପ ଓ ପଞ୍ଚାୟତ ମାର୍କେଟ କମ୍ପେକ୍ସ୍ ମାନଙ୍କ ରେ ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ ସ୍ଥାନୀୟ ସରପଞ୍ଚ ନଳିନୀ ଦେହୁରୀ ଏବଂ ପଞ୍ଚାୟତ…

ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନର ସପ୍ତମ ବୈଠକ 

ଝାରସୁଗୁଡ଼ା(ସୁବାସ ସାହାରେ):  ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନର ୭ମ ବୈଠକ ଡି.ଏମ୍ ଏଫ ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡ଼ା…