Sign in
Sign in
Recover your password.
A password will be e-mailed to you.
ଆଜି ପବିତ୍ର ଇଦ : ଅଂଚଳ ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଶାସକ ଓ ରାଜନେତା
ବରଗଡ :- ଆଜି ମୁସଲିମ ସମ୍ପ୍ରଦାୟର ବଡ଼ ପର୍ବ ଇଦ । ଦୀର୍ଘ ଏକ ମାସର ରମଜାନ ଉପବାସ ପରେ ଏହି ପର୍ବ ପାଳିତ ହେଇଥାଏ । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଉପାଖଣ୍ଡର ସମସ୍ତ ମୁସଲିମ ଭାଇ ମାନଙ୍କୁ ପବିତ୍ର ଇଦ ର ଶୁଭେଛା ଜଣାଇବା ସହିତ ସରକାର ଙ୍କର ଦ୍ୱାରା ଜାରି…
ସେଞ୍ଚୁରୀ ମାରିକା କରୋନା
ଭୁବନେଶ୍ୱର : ଆଜି ପୁଣି ୧୦୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି କରୋନା ପଜିଟିଭ | ଫଳରେ ସଂଖ୍ୟା ପହଂଚିଛି ୧୪୩୮ରେ | ସକ୍ରିୟଙ୍କ ସଂଖ୍ୟା ୮୮୨ ଥିବା ବେଲେ ସୁସ୍ଥ ହୋଇଛନ୍ତି ୫୫୦ | ପ୍ରାଣ ହରାଇଛନ୍ତି ୭ ଜଣ | ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୫, ଭଦ୍ରକ ୮,ବଲାଙ୍ଗୀର ୮, ଦେବଗଡ଼ ୨୨,…
ସୋଆ ପକ୍ଷରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ
ଭୁବନେଶ୍ୱର/ ଶାସକ ପ୍ରଶାସକ : ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା )ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର…
ଗୋଟିଏ ଦିନରେ ଗଲା ୧୫୪ ଜୀବନ
ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆଉ ୫ ଦିନ ରହିଲା ମଝିରେ | ଦେଶରେ ଏଯାବତ କାରଣ ଆକ୍ରନ୍ତଙ୍କ ସଂଖ୍ୟା ପହଁଚିଲା ୧,୩୮,୮୪୫ରେ | ଆଉ ଏଥିରେ ମଲେଣି ୪୦୨୧ ଲୋକ | ସବୁଠାରୁ ଅଧିକ ଭାବେ ଆକ୍ରାନ୍ତ ହୋଇଛି ମହାରାଷ୍ଟ୍ର, ଯେଉଁଠି କି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦୦ ଟପିଗଲାଣି | ଆଉ…
ଭାରତ ସମେତ ବିଭିନ୍ନ ଦେଶର ରୋଟାରି ସଂଗଠନର ୫୦୦ରୁ ଉର୍ଧ୍ଵ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ…
ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲାର ବିକାଶ କାମରେ ଲାଗୁ ରୋଟାରି ସଂଗଠନ - ଧର୍ମେନ୍ଦ୍ର ପ୍ରଧାନ
• ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରି ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରେ
• କୋଭିଡ-୧୯ ସଂକଟ ସମୟରେ ରୋଟାରି ସଂଗଠନର ଉଦ୍ୟମକୁ ପ୍ରଶଂସା
• ଦେଶରେ ଦକ୍ଷତା ବିକାଶ ଓ…
କିଏ ବୋଳୁଛି କଳଙ୍କ :କିନ୍ତୁ ସାବିତ୍ରୀ ବଢ଼ାଇଲେ ବର୍ଦ୍ଦିର ଟେକ
ଥାନାଧିକାରିଣୀ ସାବିତ୍ରୀଙ୍କ ମଣିଷ ପଣିଆ : ସବୁଆଡୁ ଛୁଟୁଛି ସାବାସୀର ସୁଅ
ଝାରସୁଗୁଡା / ଭୁବନେଶ୍ୱର :- ( ସୁବାଷ ସାହାରେ / ଗୋୖରାଙ୍ଗ ଚରଣ ଦାସ ) :- କୋଉଠି ଥାନା ଅଧିକାରୀ ସିନା ବର୍ଦ୍ଦିରେ କଳଙ୍କ ବୋଲୁଛନ୍ତି । ହେଲେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ଆଜି ଯେଉଁ ଭଳି ମଣିଷ…
ପ୍ରବାସୀଙ୍କ ସସମ୍ମାନେ ଘରବାହୁଡା : ଖୋଦ ଜିଲ୍ଲାପାଳ- ସିଡିଏମଓ ଉପସ୍ଥିତ ରହି କଲେ ତଦାରଖ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ରାଜ୍ୟ ସରକାରଙ୍କ ତରଫରୁ କରୋନା ଯୋଗୁଁ ଅଟକି ରହିଥିବା ପ୍ରବାସୀ ନାଗରିକଙ୍କୁ ସସମ୍ମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପଠାଇ ଦିଆଗଲା। ବିଭିନ୍ନ ଜିଲ୍ଲାରେ ଲକଡାଉନ ଯୋଗୁଁ ଅଟକ ରହିଥିବା ପ୍ରବାସୀ…
ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ଉତ୍ସବ
http://www.youtube.com/watch?v=MZzSZtWjA9E
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସାମାଜିକ ଦୁରତା ଆଉ ସରକାରୀ ନିୟମ ଅନୁସରଣ ପୂର୍ବକ ଆଜି ପ୍ରସିଦ୍ଧ ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କର ପତର ପେଣ୍ଡି (ନିର୍ବନ୍ଧ) ଉତ୍ସବ ଅନୁଷ୍ଠିତ ହୋଇଛି l ଏଥିସହ ସମ୍ବଲପୁର ପ୍ରସିଦ୍ଧ…
ହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ମହିଳାଙ୍କ ମୃତ୍ୟୁ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ନାକ୍ଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା କେନ୍ଦୁ ପତ୍ର ତୋଳାଳିିଙ୍କୁ ଆଜି ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା କେନ୍ଦୁ ପତ୍ର…
ନଦୀ ସ୍ରୋତରେ ଭାସି ଯାଇଥିବା ଅମୀତର ମୃତ ଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ପାଣ୍ଡୁରା ଗ୍ରାମର କେତେକ ବ୍ୟକ୍ତି ଆଜି ସକାଳ ସମୟରେ ବୁଢ଼ାବଳଙ୍ଗ ନଦୀକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଅଜଣା ଲୋକ ନଦୀର ପାଣିରେ ଭାସୁଥିବାର ଦେଖି ବାରିପଦା ସଦର ଥାନାକୁ ଜଣେଇଥିଲେ ଏବଂ ପୁଲିସ ଘଟଣା ସ୍ଥଳରେ…