Sign in
Sign in
Recover your password.
A password will be e-mailed to you.
କାରଗିଲ ଦିବସ ଅବସରରେ ବୃକ୍ଷରୋପଣ
ସମ୍ବଲପୁର-କୁଚିଣ୍ଡା,(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କୋଭିଡ ମହାମାରୀ ସମସ୍ୟା ଭିତରେ ମଧ୍ୟ ଜୀବନ କୁ ସାମାନ୍ୟ କରିବା ପାଇଁ ରଚନାତ୍ମକ କାର୍ଯ୍ୟକ୍ରମ ଜାରୀରହିଛି l ଆଜି କାରଗିଲ ଦିବସ ପାଳନ ଅବସର ରେ ଅଧ୍ୟକ୍ଷ ତଥା…
ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜାରୀ ହୋଇଛି ସଟ୍ ଡାଉନ୍ l ଆଜି ୧୦ ଦିନିଆଁ ସଟ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ପୁଣି ଜ଼ିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ୧୭ ଜଣ ଙ୍କ…
ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ ପ୍ରକାଶ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ କୁମାର ଜଣେ ଗାନ୍ଧୀ ବାଦୀ ନେତା ଥିଲେ l…
ଚାଷୀଭାଇ ମାନେ ଟଙ୍କାଟିଏ ବି ଫେରାନ୍ତୁନି : ପ୍ରଦୀପ୍ତ ନାଏକ
କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ
ଯେଉଁ ଅଧିକାରୀମାନେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଛିଥିଲେ ସେମାନଙ୍କଠୁ ଆଦାୟ ହେଉ ଟଙ୍କା
ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର
…
ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୬୩ କରୋନା |
ଦେଖନ୍ତୁ ୫୯ ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!!
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୬୩ କରୋନା ପଜିଟିଭ | ସେଥି ମଧ୍ୟରୁ ୧୦୪ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୯ ଜଣ ସାଧାରଣ ଅଂଚଳରୁ | ଫଳରେ…
ଭରଚୁଆଲ ପଦ୍ଧତିରେ ବିଦାୟକାଳୀନ ଔପଚାରିକତା
କୋଭିଡ଼ ସୁରକ୍ଷା ଦିଗରେ ଆଉ ଏକ ସତର୍କତାମୂଳକ ପଦକ୍ଷେପ
ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓ ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ କାରଖାନା ଓ ଉତ୍ପାଦନ ୟୁନିଟ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି ରେଳ ବୋର୍ଡ…
ଭାରତର ପ୍ରଥମ ଗାନ୍ଧୀ ମନ୍ଦିରର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାରଙ୍କ ମଠପାଲି,ଭତରା ସ୍ଥିତ ବାସ ଭବନରେ ଆଜି ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲ। ଶ୍ରୀ କୁମାର ଭାରତୀୟ ଜାତୀୟ…
କୋରୋନା କଟକଣା ଥିବା ସମୟରେ ଜୁଆ !
ଜୁଆ ଆଡ୍ଡା ଉପରେ ଚଢ଼ାଉ : ତିନି ବାଇକ , ଚାରି ମୋବାଇଲ ସମେତ ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ଜବତ
ପାଇକମାଲ :- କୋରୋନା କଟକଣା ଥିବା ସମୟରେ ଅନେକ ସ୍ଥାନରେ ଅନେକ ପ୍ରକାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦେଶୀ ଚୋରାମଦ କାରବାର ହେଉ କି ଜୁଆ ହେଉ , ବେଧଡକ ଭାବରେ ଚାଲିଛି…
ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି
ଧର୍ମଶାଳା ବ୍ଲକ ବିଡିଓ ରାସନକାର୍ଡ ତାଲିକାରୁ ପ୍ରକୃତ ହିତାଧିକାରୀଙ୍କ ନାଁ କାଟିବା ପ୍ରସଙ୍ଗ
ରାସନକାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ
ରାସନକାର୍ଡ ର୍ୟାକେଟରେ ଶାସକଦଳ ନେତାଙ୍କ ସଂପୃକ୍ତି ରହିଛି
ଶାସକ ଦଳ ସମର୍ଥୀତ ଅଯୋଗ୍ୟ ଲୋକଙ୍କୁ ପ୍ରଥମେ ମିଳୁଛି ରାସନ କାର୍ଡ
…
ନୂଆ ୭୪ ଆକ୍ରାନ୍ତଙ୍କ ସହ କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୯୮୩ ରେ : ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୪ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର…