Sign in
Sign in
Recover your password.
A password will be e-mailed to you.
ରାସ୍ତା ପାର୍ଶ୍ୱରେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ
ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗଡ଼ାଗୁଡା ଗ୍ରାମ ପଞ୍ଚୟତ ଅନ୍ତର୍ଗତ ଗୁଟୁଗୁଡା ବୁଲାଣି ଠାରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ପଡ଼ି ଥିବାର ଦେଖା ଦେଇଛି I ମୃତ ଦେହ ଦେଖି ସ୍ଥାନୀୟ ଲୋକ ସ୍ଥାନୀୟ ପୁଲିସ, ଦମକଳ ବାହିନୀ ଏବଂ ଅଗ୍ନିସର ବାହିନୀକୁ ଯୋଗାଯୋଗ କରି ଥିଲେ I…
କାଲିଠୁ ଗଡିବ ମୋ ବସ, ଦେଖନ୍ତୁ କେଉଁ କେଉଁ ରୁଟରେ ଗଡିବ ବସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କୋହଳ ହେବ ପରେ ଗତକାଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନାଙ୍କ ସୂଚନା ପରେ ବସ ସେବା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି | ଘରୋଇ ମାଲିକଙ୍କ କେଁ ଭିତରେ ରାଜ୍ୟବ୍ୟାପୀ ବସ ସେବା ଦ୍ବନ୍ଦ୍ବରେ ଥିବା ବେଳେ ସରକାର…
କରୋନା ଯୁଦ୍ଧର ମୁକାବିଲା : ସାନିଟାଇଜର ପ୍ରସ୍ତୁତ କଲେ ସୋଆ ସେଣ୍ଟର ଅଫ ବାଇଓଟେକ୍ନୋଲୋଜିର ଗବେଷକ
ଭୁବନେଶ୍ୱର/ ଶାସକ ପ୍ରଶାସକ : କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର…
ତାମିଲନାଡୁରୁ ଗାଁରେ ଆସି ପହଁଚିଲା ତ୍ରିନାଥଙ୍କ ମରଶରୀର
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଖୋଳଖାଳି ଗ୍ରାମ ପଞ୍ଚାୟତ, ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ…
ବିଦେଶ ଓ ଭାରତରେ ଫସି ରହିଥିବା ଲୋକଙ୍କ ଯାତ୍ରା ପାଇଁ ଏସଓପି ଜାରି କଲା ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ (ଏସପିବି) ଦେଶ ଭିତରେ ଓ ବିଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନକ ପରିଚାଳନା ନିୟମ (ଏସଓପି) ଜାରି କରାଯାଇଛି। ଭାରତୀୟ ନାଗରିକ ଯେଉଁମାନେ ବିଦେଶରେ ଫସି ରହିଛନ୍ତି ଏବଂ ସ୍ଵଦେଶ ଫେରିବା ଲାଗି ଚାହୁଁଛନ୍ତି ସେମାନେ ଏହି ଏସଓପିକୁ ପାଳନ କରିବେ।…
ସୁସ୍ଥ ହେଲେ ଆଉ ୯୯
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ଆଉ ୯୯ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | ଏହା ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି | ତେଣୁ ସକ୍ରିୟଙ୍କ ସଂଖ୍ୟା ୭୮୨ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭ ରହିଛି |
ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ…
ସମ୍ବଲପୁର ୟୁଥ ପକ୍ଷରୁ ଅନଲାଇନ ପ୍ରତିଯୋଗିତା : କୃତି ପ୍ରତିଯୋଗୀ ପୁରସ୍କୃତ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ୟୁଥ ପକ୍ଷରୁ ସବୁ ବୟସର ଲୋକଙ୍କ ପାଇଁ ବିଭିନ୍ନ ଅନଲାଇନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ସବୁ ବିଭାଗରେ ପ୍ରତିଯୋଗୀ ମନେ ଅନଲାଇନ ଅଂଶଗ୍ରହଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ…
ଗଜପତି ଜିଲ୍ଲାରେ ପୁଣି ୬ ଟି ନୁଆ କରୋନା ପଜିଟିଭ୍ : ସୂଚନା ଦେଲେ ଜିଲ୍ଲାପାଳ
http://www.youtube.com/watch?v=Qcw4EifgRFY
ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୁଣି ୬ଟି ନୁଆ କରୋନା ପଜିଟିଭ୍ କେଶ୍ ଆସିଛି। ଏହି ସମସ୍ତ ୬ଜଣ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା। ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ। ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ…
ସୀମାନ୍ତରେ ପ୍ରବାସୀଙ୍କ ଭିଡ, ଲୁହୁରାଚଟିରେ ସ୍ଥିତି ଅସମ୍ଭାଳ
ବାଧ୍ୟ ହୋଇ ସଟ ଡାଉନ କଲା ପ୍ରଶାସନ
ସୋହେଲା (ଶାସକ ପ୍ରଶାସକ):ସୀମାନ୍ତରେ ପ୍ରବାସୀଙ୍କ ଅସମ୍ଭାଳ ଭିଡ, ଦୋକାନ ବଜାର ବନ୍ଦ କଲେ ଲୋକେ । ସଟ ଡାଉନ ହେଲା ଲୁହୁରାଚଟି । ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ସୀମାନ୍ତ ଲୁହୁରାଚଟିରେ ପ୍ରବାସୀଙ୍କ ଆଗମନକୁ ନେଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି…