ଆଉ ୪୭ ଆପକୁ ନିଷିଦ୍ଧ କଲେ ଭାରତ ସରକାର

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପୁଣି ୪୭  ଟି ଆପକୁ ନିଷିଦ୍ଧ କରିଛି |  ଜୁନ୍ ମାସରେ ନିଷିଦ୍ଧ ହୋଇଥିବା ୫୯ ଟି ଚାଇନିଜ୍ ଆପ ସହ ସାଦୃଶ୍ୟ ଥିବା ଏବଂ କ୍ଲୋନ  କପି ହୋଇଥିବା ଆପ ଗୁଡିକ ଏହି ନିଷିଦ୍ଧ ତାଲିକାରେ ରହିଥିବା ଜଣାପଡିଛି |  ଏହି ନିଷିଦ୍ଧ କ୍ଲୋନଗୁଡିକରେ ଟିକଟୋକ ଲାଇଟ୍, ହେଲୋ ଲାଇଟ୍, ଶେୟାରାଇଟ୍ ଲାଇଟ୍, ବିଗୋ ଲାଇଭ୍ ଲାଇଟ୍ ଏବଂ ଭିଏଫ୍ ଲାଇଟ୍ ଅନ୍ତର୍ଭୁକ୍ତ |

Leave A Reply

Your email address will not be published.