ପ୍ରଶାସନର ଭିଡ ପରିଚାଳନା ଗତ ଦକ୍ଷତାକୁ ସମସ୍ତଙ୍କ ସାବାସୀ

ମନ୍ତ୍ରୀ ସୁଶାନ୍ତ ସିଂ ବି  ଚେକ ପଏଂଟରେ ଉପସ୍ଥିତ ରହି ବଢ଼ାଇଲେ ସହଯୋଗର ହାତ    ସୋହେଲା :- କାଲି ଯେଉଁଠି ରଥଯାତ୍ରାର ଭିଡ ଥିଲା , ଆଜି ପ୍ରବାସୀ ଶୂନ୍ୟ ସୀମାନ୍ତ କରୋନା ଚେକ ପଏଂଟ ଲୁହୁରାଚଟି । ଏତେ ଲୋକ ଦେଖି ସ୍ଥାନୀୟ ଅଂଚଳର ଅଧିବାସୀ ଆତଙ୍କିତ ହୋଇ ପଡିଥିବା ବେଲେ ସେଇ ସୀମା…

ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତମାନ ପରିସ୍ଥିତିର ଆବଶ୍ୟକତା : ମୁଖ୍ୟମନ୍ତ୍ରୀ 

http://www.youtube.com/watch?v=12BgsykIv_A ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍ ନୁହେଁ ଓଡ଼ିଶାରେ ସୁସ୍ଥତା ହାର ୪୨.୭୮ପ୍ରତିଶତ, ଯାହାକି ଜାତୀୟ ହାରଠୁ ଭଲ ଅଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତା…

କରୋନା ପ୍ରଭାବରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ଦିଶାହୀନ ସରକାର – ନିରଞ୍ଜନ 

ଭୁବନେଶ୍ୱର/ shasak Prashasak  – ଓଡିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଯେଉଁ ଅଭିଭାବକମାନେ ଘରୋଇ  ଶିକ୍ଷାନୁଷ୍ଠାନ ଯଥା ସାଇ ଇଂଟରନ୍ୟାସନାଲ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ମଦର୍ସ ପବ୍ଲିକ ସ୍କୁଲ, କିଟ୍ ଇଦ୍ୟାଦିରେ ସେମାନଙ୍କ ପିଲାଙ୍କୁ ପାଠ ପଢାଉଛନ୍ତି, ସେମାନେ ଅଲଗା ବର୍ଗର…

 ସକାଳେ ପଶିଲେ ୭୯, ଏବେ ସୁସ୍ଥ ହୋଇ  ବାହାରିଲେ  ୮୪ ଜଣ 

ଭୁବନେଶ୍ୱର : ଆଜି ସକାଳେ ୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ କାରଣରୁ ମୁକ୍ତି ପାଇଛନ୍ତି ୮୪ ଜଣ | ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୩ର ପହଂଚିଛି| ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୭କୁ ହ୍ରାସ ପାଇଛି | ସୁସ୍ଥଙ୍କ ମଧ୍ୟରେ ବାଲେଶ୍ୱରରୁ ୧୧ଜଣ , ଭଦ୍ରକ ରୁ ୬ଜଣ, କଟକରୁ ୭ଜଣ,…

ପ୍ଲସ ଥ୍ରୀର ଦ୍ଵିତୀୟ ଓ ଚତୁର୍ଥ ଏବଂ  ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ : ଡ଼ ଅରୁଣ ସାହୁ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ଦେଇ ଗ୍ରହଣ କରିଛନ୍ତି  ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆଉ ସେ ବିଷୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ଏ ବିଷୟରେ ସୂଚନ ଦେଇଛନ୍ତି କୃଷି, କୃଷକ…

୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଶିକାରୀ ଗିରଫ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ପକ୍ଷରୁ ୩୫ କେଜି ବାର୍‌ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ।…

ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀ କଲେ ଅଭିଯୋଗ

କାର୍ଯ୍ୟ ତଦାରଖ ପାଇଁ ଗଲେ ବିଧାୟକ ଓ ବିଭାଗୀୟ ଯନ୍ତ୍ରୀ       ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ଅର୍ଥାତ ନକ୍ସାପାଲି ଗ୍ରାମର ଏକ ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଜନ ଅସନ୍ତୋଷ ତେଜିଛି । ଗ୍ରାମବାସୀ ଙ୍କ ଠାରୁ…

ସେମିଷ୍ଟର ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚାଲିଛି ମାନସ ମନ୍ଥନ 

 http://www.youtube.com/watch?v=FAO8umHJAcY  ଭୁବନେଶ୍ୱର (ଶାସକ ପ୍ରଶାସକ) : ସବୁକିଛି ବିଗାଡିଲା ପରି କରୋନା ବିଗାଡ଼ିଦେଇଛି ଶିକ୍ଷାଦାନ ବ୍ୟବସ୍ଥା | ଲକଡାଉନ ସାମାନ୍ୟ କୋହଳ ହେବାପରେ ଏବେ ସରକାର ଉଦ୍ୟମ ଚଳାଇଛନ୍ତି କେମିତି ସ୍ୱାଭାବିକ କରିହେବ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା…

ରେଙ୍ଗାଲି “ବୈଦୁତିକ ଗଣମାଧ୍ୟମ ୟୁନିଅନ” ସଭାପତି ହେଲେ ରମାକାନ୍ତ ବିଶ୍ୱାଳ 

ସମ୍ବଲପୁର (ଶାସକ ପ୍ରଶାସକ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ହୋଟେଲ ସ୍ପାଇସି ପରିସରରେ ଆଜି ରେଙ୍ଗାଲି ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ "ବୈଦୁତିକ ଗଣମାଧ୍ୟମ ୟୁନିଅନ" ରେଙ୍ଗାଲି ବ୍ଲକ ଜିଲ୍ଲା-ସମ୍ବଲପୁରରୁ ଗଠିତ ହୋଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ବରିଷ୍ଠ…

ସଙ୍ଗରୋଧ ରହଣୀ ସାରି ଘରକୁ ଗଲେ ୧୪୭ ପ୍ରବାସୀ ଓଡ଼ିଆ

ଓଡ଼ଗାଁ/ ଶ୍ରୀକାନ୍ତ ମିଶ୍ର  : ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ସଙ୍ଗରୋଧ ଗୃହରେ ଥିବା ୭ଜଣ ପ୍ରବାସୀ ସୁରଟ ଫେରନ୍ତା ସଙ୍ଗରୋଧ ରହଣୀ ସାରି ଆଜି ଘରକୁ ଫେରିଛନ୍ତି । ସ୍ଥାନୀୟ ରୋହିବାଙ୍କ ପଂଚାୟତ ନରସିଂହ ପ୍ରସାଦ ଗ୍ରାମର ୭ଜଣ ପ୍ରବାସୀ ଓଡ଼ିଆ ଗତ ତା. ୨ା୫ା୨୦୨୦ ରିଖରୁ…