ରାଜ୍ୟରେ କରୋନା ୧୨୧୫/ ୭

0

ଗଂଜାମ ୩୩୨ ଜଣ, ଖୋର୍ଦ୍ଧା, ୩୧୨ ଜଣ, ଗଜପତି  ୮୯ ଓ କେନ୍ଦୁଝର  ୭୭ 

ଆଜି କରୋନାରେ  ୭ ଜଣଙ୍କ ହୋଇଛି ଦେହାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୨୧୫ ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୨ ଜଣ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ କରନା ସଂଖ୍ୟା ୨୮୧୦୭ରେ ପହଁଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୦୫୪୫ ରହିଛି | ଏଯାଏ ସୁସ୍ଥ ହୋଇ ଘରକୁ ଫେରିଲେଣି ୧୭୩୭୩ ଜଣ |  ଆଜି କରୋନାରେ  ୭ ଜଣଙ୍କ ହୋଇଛି ଦେହାନ୍ତ |

ସର୍ବାଧିକ ଆହି ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ ୩୩୨ ଜଣ  | ପୂର୍ବ ଅପେକ୍ଷା ଜିଲ୍ଲାରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା  | ହେଲେ ଦ୍ଵିତୀୟ ସ୍ଥାନରେ ରହି ବି ସବୁ ଦିନର ରେକର୍ଡକୁ ଭାଙ୍ଗି ଦେଇଛି ଖୋର୍ଦ୍ଧା ଜିଲ୍ଲା | ଏହି ଜିଲ୍ଲାରୁ ୩୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି  ଅନୁଗୁଳ  ୧୧,  ବାଲେଶ୍ୱର  ୨୯, ବରଗଡ ୧୦, ଭଦ୍ରକ  ୨୫, ବଲାଙ୍ଗୀର  ୨୧,  ବୌଧ ୨, କଟକ  ୬୦,  ଦେଓଗଡ  ୧,  ଢେଙ୍କାନାଳ  ୧, ଗଜପତି  ୮୯, ଜଗତସିଂହପୁର  ୪୭, ଯାଜପୁର  ୨୦, ଝାରସୁଗୁଡା  ୨, କଳାହାଣ୍ଡି  ୮, କନ୍ଧମାଳ ୧୪, କେନ୍ଦ୍ରାପଡା  ୧୪, କେନ୍ଦୁଝର  ୭୭,  କୋରାପୁଟ  ୭୩, ମାଲକାନଗିରି ୧୪, ମୟୁରଭଞ୍ଜ  ୨୨,  ନୟାଗଡ  ୭,  ନୂଆପଡା  ୮, ପୁରୀ  ୧୧, ରାୟଗଡା  ୨୪, ସୋନେପୁର  ୨ ଓ  ସୁନ୍ଦରଗଡରୁ  ୨ ଜଣ ଚିହ୍ନଟ ହୋଇଛନ୍ତି | 

Leave A Reply

Your email address will not be published.