ମରୁଭୂମିରେ ବର୍ଷା ପରି : ଟିକେ କଷ୍ଟଲି ହେଲା ସିନା,ଶୋଷିଲା ଥିଲେ ପିଇ ଗଲେ

 ଗୋଟାଏ ଦିନରେ  ୭୫୧.୨୨୯ ବଲକ୍ ଲିଟର ଲିକର ଓ ୯୫୦.୩୨୫ ବଲକ୍ ଲିଟର ବିୟର ବିକ୍ରି ମଦ ଉପରେ ଥିବା ଏମଆରପିଠାରୁ ବହୁ ଅଧିକ ମୂଲ୍ୟ ଆଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଗତ ମାର୍ଚ୍ଚ ୨୪ ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସରକାରୀ…

ଲକ ଡାଉନ ପରଠାରୁ ଗ୍ରାଉଣ୍ଡ ଜିରୋରେ, ଲୋକଙ୍କ ସାଙ୍ଗରେ ସବୁବେଳେ ସୁଖରେ ଦୁଃଖରେ

 କରୋନା ଲଢ଼େଇରେ ଲଢୁଆ ଉପଜିଲ୍ଲାପାଳ, ପ୍ରଶଂସା କରୁଛି ପୁରା ଉପଖଣ୍ଡ ବରଗଡ :- ଏମିତିରେ ବି ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇଥଲେ | ଲୋକଙ୍କ ପାଖରେ ସରକାରଙ୍କ ସୁବିଧା ସୁଯୋଗ କେମିତି ପହଂଚିବ ସେଥିପାଇଁ ସବୁବେଳେ ଯତ୍ନବାନ ରହିଆସୁଥିଲେ | ହେଲେ କୋରୋନା ଭୁତାଣୁ ଆସିଲା ଦିନଠୁ ତା ମୁକାବିଲା…

ଦୁତିକେଶ୍ୱର ମହାଦେବଙ୍କ ପୀଠରେ ଶିବ ବିବାହ ଉତ୍ସବ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ସନ୍ନିକଟ ଜାମୁପାଟଣାର ଶୁଳିଆ ପାଦଦେଶରେ ବିଜେ  ପ୍ରଭୁ ଶ୍ରୀଶ୍ରୀ ଦୁତିକେଶ୍ୱର ମହାଦେବଙ୍କ ପୀଠରେ ପ୍ରଥା ଓ ପରମ୍ପରାକୁ ରକ୍ଷାକରିବା ପାଇଁ ସାମାଜିକ ଦୁରତା ମଧ୍ୟରେ ଶିବ ବିବାହ ଉତ୍ସବ  ବିଧି ପାଳିତ ହୋଇଯାଇଛି । ଆଜିର ପବିତ୍ର…

 “ସ୍ନାନଯାତ୍ରା ପାଇଁ ରାତି ଗୋଟାଏରୁ ପହଣ୍ଡି” 

ସେବାୟତଙ୍କ ମତ ସମ୍ପର୍କରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ/ ଶାସକ ପ୍ରଶାସକ : ଚଳିତବର୍ଷ ସ୍ନାନଯାତ୍ରା ପାଇଁ  ରାତି ଗୋଟାଏରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । କରୋନା ପରିପ୍ରେକ୍ଷୀରେ ନୀତି ନିର୍ଘଣ୍ଟରେ ଏଭଳି ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…

ଦ୍ୱାରଶୁଣି ଘାଟିରେ କାର ଓ ଅଟୋ ଧକ୍କା

ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱାରଶୁଣି ଘାଟିରେ ସଡକ ଦୁର୍ଘଟଣା ଥମିବାର ନାମ ନେଉନି। ମୟୂରଭଞ୍ଜ ଜିଲ୍ଲାର ୪୯ ନଂ ଜାତୀୟ ରାଜପଥରେ ଅବସ୍ଥିତ ଦ୍ୱାରଶୁଣି ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାରି ଗୁରୁତ୍ତର, ଚାରି ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଏକ…

ବିଜେଡି ପକ୍ଷରୁ ସାମାଜିକ ସଚେତନତା

 ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚେରୁଆପଡା ଠାରେ ବିଜୁ ଜନତା ଦଳ ତରଫ ରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l  ବିଜେଡି ର ସମ୍ବଲପୁର ଜିଲ୍ଲା ପାଇଁ…

ଲଜ୍ଜ୍ଯା-ଲଇଡାରେ ଦିବ୍ୟାଙ୍ଗ ବାଳିକାଙ୍କୁ ଦୁଷ୍କର୍ମ

ସମ୍ବଲପୁର,ରେଙ୍ଗାଲି  (ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି  ଦିନ ୯ଟା ସମୟ ରେ ରଙ୍ଗଟିକ୍ରା ରେ ଥିବା ଲାଇଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟେ ରହୁଥିବା ଏକ ହରିଜନ ପରିବାର ର…

ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନ ରେ । ଘରେ ରହିବା, ସାମାଜିକ ଦୂରତା, ସ୍ୱଚ୍ଛତା ହିଁ ଏହି କରୋନା ଭୁତାଣୁ ସଂକ୍ରମଣ କୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ…

ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ 

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ):  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟନାୟକ ଙ୍କ ଆହ୍ୱାନ କ୍ରମେ କ୍ରମେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ତତ୍ୱାବଧାନରେ ସୁନ୍ଦରଗଡ଼ ସଦର ବ୍ଲକ ସଭାପତି ତଥା ବ୍ଲକ…

ନୂଆପଡାରେ ବଢି ଚାଲିଛି କରୋନା ପଜିଟିଭ :ଆଜିକୁ ମିଶାଇ ୧୪ ଜଣ ପଜିଟିଭ

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା  ସମସ୍ତ ୫ ଟି ବ୍ଲକରେ ଆଜିକୁ ମିଶାଇ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଆଜି ଏକ ଆହୁତ ସମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ।  ସୂଚନା ମୁତାବକ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ…