ଆଉ ୭୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫୩ରେ ପହଂଚିଛି | ଏ ଯାବତ ୭୩୩ ଲୋକ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ…

କାର୍ଯ୍ୟଦକ୍ଷତାରେ ପ୍ରଶଂସା ସାଉଁଟୁଛି ଓଡିଶା ଅଗ୍ନିଶମ ସେବା

ଭୁବନେଶ୍ୱର : ଆମ୍ପାନରେ ଅଧିକ କ୍ଷତିଗ୍ରସ୍ତ ପଶ୍ଚିମ ବଙ୍ଗ | ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ବି ଚାଲିଛି ସେଠି | ଆଉ ସେ ପୁନରୁଦ୍ଧାରର କାର୍ଯ୍ୟକ୍ରମର ଭିଡ ଭିତରେ ନିଜ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାରିଛି ସେଠାରେ ନିୟୋଜିତ ହୋଇଥିବା ଓଡିଶା ଅଗ୍ନିଶମ…

ଲକ ଡାଉନ ବେଳେ ଓଡ଼ିଆ ଗୃହିଣୀଙ୍କ ପାଇଁ ପର୍ଯ୍ୟଟନ ନିଗମର “ଆମ ଘର ଆମ ହାଣ୍ଡିଶାଳ’

http://www.youtube.com/watch?v=BbG1-Fy4YlI ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଜନିତ ଲକ ଡାଉନ ବେଳେ ଓଡ଼ିଆ ଗୃହିଣୀଙ୍କ ପାଇଁ ପର୍ଯ୍ୟଟନ ନିଗମର “ଆମ ଘର ଆମ ହାଣ୍ଡିଶାଳ’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛି | ଏହା ଏକ ପ୍ରକାର ରୋଷେଇ ପ୍ରତିଯୋଗିତା | ଗୃହିଣୀ ମାନେ ଏହି…

  ସଙ୍ଗରୋଧ ଗୃହ ଛାଡି ଘରକୁ ଗଲା ପରେ ବାହାରିଲା ପଜିଟିଭ 

ଘରକୁ ଯାଇଥିବା  ସଂକ୍ରମିତ ପ୍ରବାସୀଙ୍କ ପାଇଁ ପ୍ରଶାସନ ହେଲା ନାକେଦମ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ସଙ୍ଗ ରୋଧ ସରିଲା | ୨୧ ଦିନ ପରେ ଘରକୁ ଗଲେ ପ୍ରବାସୀ | ଘରଲୋକଙ୍କ ସହ ମିଶିଲେ | ଆଉ କାହା ସହିତ ବି ମିଶିଥାଇ ବି ପାରନ୍ତି | ହେଲେ ସଞ୍ଜ ବେଳକୁ ବାହାରିଲା ସେମାନେ କରନା ରୋଗରେ…

ଏମିତି ହେଉଛି ଲୋକଙ୍କ ସଚେତନତା , ଧନ୍ୟ କହିବା ଏମାନଙ୍କୁ !

ଓଡ଼ଗାଁ,କୁରାଳ(ଶ୍ରୀକାନ୍ତ ମିଶ୍ର) : ଲକଡାଉନର ୪୮ଘଂଟା ପରେ ସାମାଜିକ ଦୁରତା ରକ୍ଷାଏବଂ ମାସ୍କ ବ୍ୟବହାର ଭୁଲିଗଲେ କୁରାଳ ପଂଚାୟତ ବାସୀ । ଆଜି ପୂର୍ବାହ୍ନରେ କଣ୍ଟ୍ରୋଲ  ସାମଗ୍ରୀ ଚାଉକଳ, ଗହମ ଓ ଡାଲି ଆଣିବାକୁ ଯାଇଥିବା ହିତାଧିକାରୀ ମାନେ ସାମାଜିକ ଦୁରତା ରଖୁନଥିବା ବେଳେ କେହି ମାସ୍କ…

ଜିଲ୍ଲାକୁ ଫେରିଲେଣି ୧୫ହଜାରରୁ ଊର୍ଧ୍ବ ପ୍ରବାସୀ

ସଙ୍ଗରୋଧ ନିମନ୍ତେ ପ୍ରସ୍ତୁତ ୩୫,୧୨୪ ଶଯ୍ୟା ପଞ୍ଜିକରଣ କରିଛନ୍ତି ୫୦ହଜାରରୁ ଊର୍ଧ୍ବ ପ୍ରବାସୀ  ବାରିପଦା(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜ ଜିଲ୍ଲାକୁ ଆଜିସୁଦ୍ଧା ୧୫ହଜାର ୧୨୭ ଜଣ ପ୍ରବାସୀ ଫେରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୯ହଜାର ୭ଶହ ୯୬ଜଣ ସଙ୍ଗରୋଧରେ ରହୁଥିବାବେଳେ…

ସଙ୍ଗରୋଧ କେନ୍ଦ୍ରରେ ପ୍ରସୂତୀଙ୍କୁ ଅବହେଳା ପ୍ରସଙ୍ଗ: ମାନବାଧିକାର କମିଶନରେ ମାମଲା ରୁଜୁ

ଚିକିତ୍ସା ସେବା ନପାଇ ଦୁଇ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ କୁନି ବାଲେଶ୍ବର ହସ୍ପିଟାଲ, ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ରାସଗୋବିନ୍ଦପୁର ବିଡିଓଙ୍କ ଅବହେଳାକୁ ନେଇ ମାମଲା ଦାୟର   ବାରିପଦା(ଦିଲ୍ଲୀପ ମହାନ୍ତି) : ଗୁଜୁରାଟର ଏକ ଗ୍ରୀନ ଜୋନ  ଅଞ୍ଚଳରୁ ଆସିଥିଲେ ମଧ୍ୟ ୨୪ ଘଣ୍ଟା…

ଭଞ୍ଜପୁରରେ ପହଁଞ୍ଚିଲା ଟ୍ରେନ : ଜିଲ୍ଲାକୁ ଫେରିଲେ ୨୧୮ ପ୍ରବାସୀ ଓଡ଼ିଆ ମହିଳା ଓ ପୁରୁଷ ଶ୍ରମିକ

ଭଞ୍ଜପୁର ଷ୍ଟେସନର ୫୦୦ ମିଟର ପରିସୀମା ମଧ୍ୟରେ ସକାଳ ୮ରୁ ୧୪୪ ଧାରା ଜାରି ଶ୍ରମିକମାନଙ୍କ ନାମ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଠାଗଲା  ନିଜ ନିଜ ଅଞ୍ଚଳର ସଂଗରୋଧ କେନ୍ଦ୍ରକୁ ବାରିପଦା,(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ପ୍ରଥମ ଥର କେବଳ…

କରୋନା ଯୋଗୁଁ ସ୍ଥଗିତ ୧୪ତମ ମହିଳା ଚନ୍ଦନ ଉତ୍ସବ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଶ୍ରୀଶ୍ରୀ ଲିଙ୍ଗରାଜ ଏବଂ ମାଁ ପାର୍ବତୀଙ୍କ ଚନ୍ଦନ ଯାତ୍ରା ସମୟରେ ପୁରୁଣା ଭୂବନେଶ୍ୱର ପ୍ରତ୍ୟେକ ଯୁବ ଅନୁଷ୍ଠାନ,ସାମାଜିକ ଅନୁଷ୍ଠାନ ତଥା ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ଚନ୍ଦନ ଯାତ୍ରା ସହିତ ଲୋକନୃତ୍ୟ ଏବଂ ଭୋଜିର ଆସର ଜମେ। ଏକାମ୍ର ଅଂଚଳର ଜଣାଶୁଣା…

ବଜ୍ରକାପ୍ତା ଉଦ୍ଧାର  ପୂର୍ବତନ ସରପଞ୍ଚଙ୍କ ସମେତ ୭ ଗିରଫ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ / ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜ଼ିଲ୍ଲା ନାକ୍ଟିଦେଉଳ ବ୍ଲକ ଅଂଚଳରୁ  ବଜ୍ରକାପ୍ତା ଚୋରା ଚାଲାଣ ରେ ବନ ବିଭାଗ କୁ ସଫଳତା ମିଳିଛି l  ଦୀର୍ଘଦିନ ଧରି ବିରଳ ବଜ୍ରକାପ୍ତାକୁ ନେଇ ଚାଲିଥିବା ଏକ  ଚୋରାଚାଲାଣ ଗ୍ୟାଙ୍ଗକୁ ବନ ବିଭାଗ…