ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 

0

ଭୁବନେଶ୍ୱର (ଶାସକ ପ୍ରଶାସକ): ସମାଜସେବୀ  ଆଦିତ୍ୟ ଦାସ ମୃତ୍ୟୁ  ରହସ୍ୟ ଏକ ପ୍ରକାର ବୁଢିଆଣୀ ଜାଲ ପରି ହୋଇଯାଇଥିବା ବେଳେ ଏହି  ହତ୍ୟା ରହସ୍ୟର କ୍ରାଇମ ବ୍ରାଞ୍ଚ ତଦନ୍ତ କରିବାକୁ ପୋଲିସ ଡିଜି  ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି, “ମୁଁ ସମାଜସେବୀ ଶ୍ରୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ସଂପର୍କରେ BBSR GRPS ମାମଲା 81/20 ର ତଦନ୍ତ ଦାୟିତ୍ୱ ନେବାକୁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି।”

Leave A Reply

Your email address will not be published.