Sign in
Sign in
Recover your password.
A password will be e-mailed to you.
୨୮ ମେ’ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୩୭୩୬ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ।
ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 50 ଲକ୍ଷ ପ୍ରବାସୀ ଯାତ୍ରୀଙ୍କୁ 85 ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ 1.25 କୋଟି ପାଣି ବୋତଲ ବାଣ୍ଟିଛି ଭାରତୀୟ ରେଳ
ନୂଆଦିଲ୍ଲୀ (ଏସପିବି) ଭାରତୀୟ ରେଳ ମେ’ ୦୧, ୨୦୨୦ରୁ ଆଜିସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ…
ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବିପତ୍ର
ବଲାଙ୍ଗୀର/ ନିରୋଜ ମିଶ୍ର :: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଜିଲା ସଭାପତି ଓ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ…
ବେଆଇନ ଭାବେ କଫ ସିରଫ ବିକ୍ରି ଅଭିଯୋଗ : ଜଣେ ଅଭିଯୁକ୍ତ ଗିରଫ
ବଲାଙ୍ଗୀର/ ନିରୋଜ ମିଶ୍ର : ବେଆଇନ ଭାବେ କଫ ସିରଫ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଇଁନ୍ତଲା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବଲାଙ୍ଗିର ସୁଦପଡା ସହରର ଅଭିଷେକ ଦୋରା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୯୭ଟି ଠିପି…
ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ ଭୂସ୍ବର୍ଗ
କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ
http://www.youtube.com/watch?v=iTe0TykKY4E
କଟକ (ପି .ମହାନ୍ତି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କିଶୋରନଗର ତହସିଲ ଅନ୍ତର୍ଗତ ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ କବଜାରେ ରହିଛି | ତୁରନ୍ତ…
ହୀରାକୁଦଠାରେ ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା, ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଲରପଙ୍କ ନିକଟସ୍ଥ ଭଙ୍ଗାମୁଣ୍ଡା ଠାରେ ଆଜି ବିଜୁ ଜନତା ଦଳ ତରଫ ରୁ କରୋନା ସଚେତନତା,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି…
ସାବଧାନ : ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଛୁଁଇଲା କରୋନା
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ ଉଭୟ ପୁରୁଷ ଏବଂ ବୟସ ୨୨ ଏବଂ ୨୬ ଏବଂ ସେମାନେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଧନକଡଡା ବ୍ଲକ କରଡୋଲା ଏବଂ ବସନ୍ତପୁର ପଂଚାୟତର ବୋଲି ଜଣାପଡିଛି l ୨୨ ବର୍ଷ ଯୁବକ ଜଣକ…
ରେଙ୍ଗାଲିରେ ଅନ ଲାଇନ ମଦ ବିକ୍ରି ଆରମ୍ଭ
ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ଅବକାରୀ ବିଭାଗର ସତର୍କ ଦୃଷ୍ଟି ।
ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ): କରୋନା ମହାମାରି ପାଇଁ ଆଜିକୁ ପ୍ରାୟ ଦୁଇ ମାସ ହେବ ସଂପୂର୍ଣ୍ଣ ବନ୍ଦ ଥିବା ବିଦେଶୀ ମଦ ଦୋକାନ ଆଜି ଠାରୁ ଅନ ଲାଇନରେ ମଦ ବିକ୍ରି ଆରମ୍ଭ କରିଛି।ଦୋକାନ ସାମନାରେ…
ପରଲୋକର ବରିଷ୍ଠ ଗାନ୍ଧୀବାଦୀ ନେତା ଘାଶିରାମ ମହନ୍ତ
ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗର ନିବାସୀ ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତଙ୍କ ୭୪ ବୟସରେ ବୁଧବାର ରାତ୍ରି ୧୧ଟା ସମୟରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।
ମୃତ୍ୟୁ ପରେ ତାଙ୍କ ମର ଶରୀରକୁ…
ସମ୍ବଲପୁରରେ ଶୀତଳଷଷ୍ଠୀ : ଦେବ ଦମ୍ପତି ଙ୍କ ବିବାହ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ପାରମ୍ପରିକ ଶୀତଳଷଷ୍ଠୀ ରେ ରୀତିନୀତି ରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବ ଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରା ରେ କନ୍ୟାଘର କୁ ବାହାରି ନାହାନ୍ତି l ବିନା ନାଚ ଗୀତ, ବାଦ୍ୟ ରେ ମହାଦେବ ଙ୍କ…
କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି
ଭୁବନେଶ୍ୱର,(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍ରରେ ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ…