Sign in
Sign in
Recover your password.
A password will be e-mailed to you.
ଅଜଣା ବ୍ୟକ୍ତି ର ମୃତ ଶବ ଠାବ
ସିନପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ କାପ୍ସି ଗ୍ରାମ ରେଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କାପ୍ସି ଗାଁ ଦେଇ ବିଜୁ ଏକ୍ସପ୍ରେସ କାମ ଚାଲୁଥିବା ବେଳେ ରାସ୍ତା ର ପାର୍ଶ୍ଵ ରେ ଅଜଣା ବ୍ୟକ୍ତି ର ମୃତ ଦେହ ପଡିରହିଥିବା ର ଦେଖିବାକୁ ମିଳିଛି !ଉକ୍ତ…
ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ଅଧାରୁ ଅଧିକ ହେଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା
ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୬, ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୮୮୭ ରେ
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଆଉ ୭୫ ଆକ୍ରାନ୍ତ ସୁସ୍ଥ ହେଲେ। ସୁସ୍ଥଙ୍କ ସଂଖ୍ୟା ୮୮୭ ରେ ପହଞ୍ଚିଲା। ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ୧୬୬୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…
ଆଗକୁ ଆମ ପାଇଁ ଆସିପାରେ ଆହୁରି କଠିନ ରାସ୍ତା : ମୁଖ୍ୟମନ୍ତ୍ରୀ
ମେ ୩୦ ଅପରାହ୍ନ ୫ ତା ୩୦ରେ " ବନ୍ଦେ ଉତ୍କଳ ଜନନୀ"
http://www.youtube.com/watch?v=PvDv1JCPc24
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଥରେ କହିଥିଲେ ତାଳି-ଥାଳି ବାଡ଼େଇବାକୁ ....ବାଡେ଼ଇଲେ | ତାପରେ କହିଲେ କ୍ୟାଣ୍ଡେଲ ଟର୍ଚ…
Pakistan must introspect, instead of throwing dirt at neighbours: VHP
New Delhi, (SPB) – Reacting sharply to the statement of the Foreign Ministry of Pakistan, the VHP Central Secretary General, Sri Milind Parande, today said that before throwing its dirt at the neighbours, unholy-Pakistan should stop…
ଅବସରପ୍ରାପ୍ତ ଶିକ୍ଷକଙ୍କ ମହାନତା : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ୨୫ ହଜାର ଟଙ୍କା
ଚମ୍ପୁଆ(ଶାସକ ପ୍ରଶାସକ): ମହାମାରୀ କରୋନାର ମୁକାବିଲା ପାଇଁ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ଜଣେ ଅବସରପ୍ରାପ୍ତ ଶିକ୍ଷକ ସହାୟତାର ହାତ ବଢାଇଛନ୍ତି । ନିଜର ସଂଚିତ ଅର୍ଥରୁ ୨୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି…
ଚମ୍ପୁଆରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ
ଚମ୍ପୁଆ,(ଶାସକ ପ୍ରଶାସକ) : ଚମ୍ପୁଆ ଏନ୍ଏସିରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିିଙ୍କ ଘର ଚମ୍ପୁଆ ଅଂଚଳରେ ହୋଇଥିବାବେଳେ ତାଙ୍କର ବୟସ ୧୭ ବର୍ଷ । ସେ କିଛିଦିନ ତଳେ ଉତ୍ତରପ୍ରଦେଶର ସାହାରନପୁରରୁ ଫେରିଥିଲେ । ସେଠାରେ ସେ ପାଠ ପଢୁଥିଲେ ବୋଲି ସୂଚନା ମିଳିଛି ।…
ହୋମ କ୍ଵରେଣ୍ଟାଇନରେ ଥିବାବେଳେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ
ବାରିପଦା (ଦିଲ୍ଲୀପ ମହାନ୍ତି )- ସଙ୍ଗରୋଧ କେନ୍ଦ୍ରରୁ ଫେରି ନିଜ ଘରେ ସଙ୍ଗରୋଧ ରହୁଥିବା ଜଣେ ଯୁବକଙ୍କ ଆଜି ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବେତନଟୀ ଥାନା ତାରାଶୋଳ ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୫୫)। ପରେଶ ଗୁଜରାଟ ରାଜ୍ୟ ଉଚ୍ଚିମଣ୍ତଳରେ କାମ କରୁଥିଲେ ଏବଂ ଗତ…
କରୋନା ସକ୍ରିୟ ଓ ସୁସ୍ଥଙ୍କ ମଧ୍ୟରେ କମୁଛି ବ୍ୟବଧାନ
ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥବା ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ…
ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହ୍ରାସ ପାଇବ ରୌଦ୍ର ତାପ
ଭୁବନେଶ୍ୱର(ଶାସକ ପ୍ରଶାସକ): ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।
ଶୁକ୍ରବାର ଓ ଶନିବାର…
କାର୍ଯ୍ୟାଦେଶ ଦେବା ଲୋକ ଅନ୍ଧ ନା ଉଦ୍ଦେଶ୍ୟ ମନ୍ଦ !
କୋଠ ଜମିରେ ମନରେଗା ଅର୍ଥରେ ଫାର୍ମ ପୋଖରୀ ଖୋଳା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତରେ କୋଠ ଜାଗାରେ ପୋଖରୀ ଖୋଳାକୁ ନେଇ ମୋ ସରକାର, ୫ଟି ସଚିବ , ବିଡିଓ ଓଡ଼ଗାଁ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ…