ୟୁପିଏସ୍‌ସିରେ ସଫଳ ହେଲେ କଳାହାଣ୍ଡିର ଦୁଇ ପୁଅ

0

ଜୁନାଗଡ/ ଭବାନୀପାଟଣା :  ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ପୁଅ ସଫଳତା ଆଣି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେସିଙ୍ଗା ସହରର ରାହୁଲ ଗୋଏଲ ପିତା ସୁନୀଲ ଗୋୟଲ ୧୬୮   ରେଙ୍କ  ରଖିଥିବା ବେଳେ  ଭବାନୀପାଟଣାର ସହରର ଅଙ୍କିତ  ମିଶ୍ର ପିତା  ରଞ୍ଜନ ମିଶ୍ର ୨୯୪ ନଂ ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ଏହି ଗୌରବ ରେ କଳାହାଣ୍ଡି ରେ ଖୁସି ର ଲହରି ଖେଳି ଯାଇଛି. ।  ସେମାନେ ପ୍ରଭୁ ଜଗନ୍ନାଥଙ୍କ ସହ ନିଜ ପରିବାର, ଗୁରୁଜନ ମାନଙ୍କୁ ତାଙ୍କର ସଫଳତାର ଶ୍ରେୟ ଦେଇଛନ୍ତି। ସେମାନଙ୍କୁ ଜିଲ୍ଲାର ବିଭିନ୍ନର ବର୍ଗ ର ଲୋକ ଶୁଭେଚ୍ଛା ଜଣାଇଛନ୍ତି.

Leave A Reply

Your email address will not be published.