କରୋନା ଟପିଲା ୧୯ ଲକ୍ଷ : ଗତ ୨୪ ଘଣ୍ଟା ଭିତରେ ୫୨,୫୦୯ 

0

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୫୦୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୫୭    ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯,୦୮,୨୫୫    ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୮୬,୨୪୪  ଜଣ | ଏ ଯାବତ ଦେଶରେ ୧୨,୮୨,୨୧୬  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୯,୭୯୫ ରେ ପହଂଚିଛି | 

Leave A Reply

Your email address will not be published.