ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ 

0

ପୁନେ :  କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପୁଣେରେ ଦେହାନ୍ତ ହୋଇଛି | ତାଙ୍କୁ ୮୯ ବର୍ଷ ହୋଇଥିଲା |  କଂଗ୍ରେସ ନେତା ଶ୍ରୀ ନୀଲାଙ୍ଗେକର ଜୁନ୍ 1985 ରୁ ମାର୍ଚ୍ଚ 1986 ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.