ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଅଖଣ୍ଡ ଦୀପ ପ୍ରଜ୍ୱଳନ

0

ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା  ବାଉଁଶୁଣି ଗ୍ରାମ ପଞ୍ଚାୟତର ବଉଦିଆପଡା ଶ୍ରୀରାମଲୀଳା ସାଂସ୍କୃତିକ ଉନ୍ନୟନ ପରଷଦ ପକ୍ଷରୁ ଅଯୋଧ୍ୟାରେ ଶ୍ରୀରାମ ପ୍ରଭୁଙ୍କ ମନ୍ଦିର ନିର୍ମାଣର ଭୂମିପୂଜନ ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା ସହ କରୋନା ମହାମାରୀରୁ ଭାରତବର୍ଷକୁ ରକ୍ଷାକରିବା ପାଇଁ ସଦସ୍ୟମାନେ ପ୍ରାର୍ଥନା କରିଛନ୍ତି । ସେଥିପାଇଁ ଆଜି ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା କରାଯାଇ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା ।

Leave A Reply

Your email address will not be published.