Sign in
Sign in
Recover your password.
A password will be e-mailed to you.
ମାଇକ୍ରୋଫାଇନେନ୍ସ କମ୍ପାନୀ ପକ୍ଷରୁ ଟଙ୍କା ଆଦାୟକୁ ବିରୋଧ
ସମ୍ବଲପୁର/ଝାରସୁଗୁଡା(ରମାକାନ୍ତ ବିଶ୍ବାଳ): ଲକ ଡାଉନ ସମୟରେ ସମସ୍ତ ରୁଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡା ଜିଲ୍ଲାରେ କିଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ ରୁଣ ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାଇକ୍ରୋ ଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ…
ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି : ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା
ଭୁବନେଶ୍ୱର : ୨୦ରୁ କାମ ଛାତ୍ର ଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି | ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି | ଆସନ୍ତା ଶିକ୍ଷା ବର୍ଷ ପାଇଁ ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା | ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ…
Odisha youths want revamped MGNREGS to recover from COVID19 impacts
- A rapid telephonic survey, made on World Environment Day, among rural youths has shown that young people see MGNREGS as an opportunity for both employment as well as water and forest conservation.
- Prioritising demands from youth and…
ମୟୂରଭଞ୍ଜ : ଚିହ୍ନଟ ହେଲେ ୧୩ କରୋନା ଆକ୍ରାନ୍ତ
ପ୍ରଥମ ଥର ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ କରୋନା ପଜିଟିଭ ଚିହ୍ନଟ
କରୋନା ଆକ୍ରାନ୍ତଙ୍କୁ ନେଇ ଜନସାଧାରଣରେ ଉଦ୍ବେଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଣି ଆଜି ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୩ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୬ ଜଣ ସରକାରଙ୍କ ଅସ୍ଥାୟୀ କ୍ୱରେଣ୍ଟିନ, ୬ ଜଣ…
ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ : ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ
ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ | ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ | ଆଜି ସୁସ୍ଥଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ୩୩ ଜଣ, ବଲାଙ୍ଗୀରରୁ ୧୬ ଜଣ , ଯାଜପୁରରୁ ୧୧ଜଣ , ସୁନ୍ଦରଗଡରୁ ୧୦ ଜଣ,ଜଗତ୍ସିଂହପୁରରୁ ୮ ଜଣ, ଗଂଜାମ ଓ…
ତିନି ଠାକୁର ଅଣସର ଘରେ, ଅଲାରନାଥ ବି ୧୪୪ ଧାରାରେ
ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ପ୍ରଚଳିତ ବିଧି, ପରଂପରା ଓ ଲୋକୋକ୍ତି ଅନୁଯାୟୀ ଅଣସର ଘରେ ତିନି ଠାକୁର ରହିବା ପରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ଦର୍ଶନ ଅନୁରୂପ କରିଥାନ୍ତି ଭକ୍ତମାନେ | ହେଲେ ଏଥର କିନ୍ତୁ ସେ ସୌଭାଗ୍ୟ ବି ମିଳିବନି ଶ୍ରଦ୍ଧାଳୁ ଭକ୍ତଙ୍କୁ | ଅଣସର ପିଣ୍ଡି ଉପରେ…
ଜମିବାଡ଼ି ବିବାଦ ଯୋଗୁଁ ଡବଲ ମର୍ଡର : ନିଜ କାକା ଓ କାକିକୁ ହତ୍ୟା କଲା ପୁତୁରା
ବଲାଙ୍ଗୀର ( ଗୌରବ ଦର୍ଜୀ)- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ କୁଟ୍ରାବେଡା ଗାଁ ରେ ଘଟିଯାଇଛି ଅଭାବନିୟ ଘଟଣା । ନୃଶଂସ ଭାବେ ହତ୍ୟା କରିଛି ନିଜ ପୁତୁରା କାକା ଓ କାକି କୁ ଧାରୁଆ ଅସ୍ତ୍ର ରେ ହାଣି କୂଅରେ ଫିଙ୍ଗିଦେଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି…
ଓଡ଼ଗାଁ ବ୍ଳକ ଅଞ୍ଚଳରେ କାୟା ବଢାଇ ଚାଲିଛି କରୋନା
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା କାୟାବିସ୍ତାର କରିଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢୁଛି ଲୋକମାନେ କଟକଣାକୁ ସେତିକି ହାଲକା ଭାବେ ନେଉଥିବା ଦେଖିବାକୁ ମିଳୁଛି ।…
ମଳଯୁକ୍ତ ମଇଳା ଓ ପଚା ମଇଳା ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ନେଲେ ମହିଳା
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶ୍ୱ ପରିବେଶ ଦିବସ ଅବସରରେ ବାରିପଦା ପୌରପରିଷଦର ରଘୁନାଥପୁରସ୍ଥିତ ମଳଯୁକ୍ତ ମଇଳା ଓ ପଚା ମଇଳା ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି ସରକାରଙ୍କ ଭିଡ଼ିଓ କନଫରେନ୍ସି ଜରିଆରେ…
ରେକର୍ଡ ଭାଂଗିଲା କରୋନା
ଭୁବନେଶ୍ୱର : ରେକର୍ଡ ଭାଙ୍ଗିଲା କରୋନା । ଆଜି ରେକର୍ଡ ସଂଖ୍ୟକ ୧୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ୧୭୩ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି…