ବିନା ଇଞ୍ଜିନିରେ ଗଡିଲା ଟ୍ରେନ୍

ସମ୍ବଲପୁର, ଝାରସୁଗୁଡା,(ରମାକାନ୍ତ ବିଶ୍ବାଳ ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲଜକୁରା କୋଲ ସାଇଡିଙ୍ଗରେ ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ,  ରବିବାର ଭୋର ପ୍ରାୟ  ୪ଟାରେ କୋଇଲା ବୋଝେଇ ହୋଇ ରହିଥିବା…

“କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର ଏକ ବଜାର ନୀତି ଘୋଷଣା ଚାଷୀଙ୍କ ପାଇଁ ବରଦାନ ସଦୃଶ୍ୟ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ  କୃଷି ଓ କୃଷକର ସର୍ବାଙ୍ଗୀନ ବିକାଶ ପାଇଁ ଏକ ରାଷ୍ଟ୍ର ଏକ ବଜାର ନୀତି  ଘୋଷଣା କରିଛନ୍ତି । ଗଜପତି ଜିଲ୍ଲାର ଚାଷୀ ଏହାକୁ ସ୍ୱାଗତ କରିବା ସହ ଏଭଳି ନୀତି ସେମାନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିବା ଯୋଗୁଁ ସେମାନେ…

ଜାମ୍ମୁ ଓ କାଶ୍ମୀରରୁ ବିମାନଯୋଗେ ଫେରିଲେ ନୟାଗଡ଼ର ୯୩  ପ୍ରବାସୀ ଓଡ଼ିଆ 

 ବିମାନ ବନ୍ଦରରେ ଉପସ୍ଥିତ ରହି ସବୁ ବ୍ୟବସ୍ଥା କରାଇଲେ ମନ୍ତ୍ରୀ ଅରୁଣ   ଭୁବନେଶ୍ୱର /ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇ ଦେଶର ଲକଡାଉନ କାରଣରୁ ଫସିରହିଥିବା ପ୍ରବାସୀ ମାନଙ୍କୁ ପ୍ରଥମେ ବସ, ଟ୍ରେନ ଯୋଗେ ରାଜ୍ୟକୁ ଫେରାଇ ଆଣୁଥିବା ବେଳେ ପ୍ରଥମକରି…

ସମ୍ବଲପୁରୀ ଦିନ୍-୨୦୨୦ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ପ୍ରସ୍ତୁତି ବୈଠକ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆଗକୁ ଆସୁଛି ସମ୍ବଲପୁର ଭାଷା ସାହିତ୍ୟ ସଂସ୍କୃତି ର ଜନକ ବୋଲାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ପବିତ୍ର ଜନ୍ମଦିନ । ତାଙ୍କର ଜନ୍ମ ଶତବାର୍ଷିକୀ ୨୦୧୨ ଠୁ ତାଙ୍କ ଜନ୍ମଦିନ କୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରି ଆସୁଛି ପଶ୍ଚିମାଞ୍ଚଳ ର ଅଗ୍ରଣୀ…

ଓଡିଶା ସରକାରଙ୍କ କରୋନା ବିରୋଧୀ ଲଢେଇ ସଫଳତାରେ  ଆତ୍ମବିଶ୍ୱାସ ହରାଇଲେଣି ବିଜେପି ଓ କଂଗ୍ରେସ: ବିଜେଡି

ଭୁବନେଶ୍ୱର: ଓଡିଶା ସରକାର ସଫଳ କରୋନା ମୁକାବିଲା ସହିତ ଯେଭଳି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ତାହା ଦେଖି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ଆତ୍ମବିଶ୍ୱାସ ହରାଇଲେଣି । ସେମାନେ କେବଳ ରାଜ୍ୟ ସରକାରଙ୍କର ଏଭଳି ସଫଳତାକୁ ନୁହେଁ ବରଂ ସାଢେ ଚାରି କୋଟି ଓଡିଶାବାସୀଙ୍କ ତ୍ୟାଗକୁ ଉପହାସ ଲାଗି…

ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା : ଧର୍ମେନ୍ଦ୍ରଙ୍କ ସ୍ୱାଗତ

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା କରାଯିବା ଘଟଣାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ଟୁଇଟ କରି କହିଛନ୍ତି "ବନ୍ଦେ ଉତ୍କଳ…

ପରୀକ୍ଷା ବାତିଲ କରିବାକୁ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଦାବି ପତ୍ର।

ଟିଟିଲାଗଡ(ଗୌରବ ଦର୍ଜି) - କୋରୋନା ମହାମାରୀ ପରି ଏକ ବିପଦ ସମୟରେ ଓଡିଶା ସରକାର ୬ଷ୍ଠ ସେମିଷ୍ଟର ପରୀକ୍ଷା କରିବା ପାଇଁ ନେଇଥିବା ନିଷ୍ପତ୍ତି କୁ ତୀବ୍ର ନିନ୍ଦା କରି ଟିଟିଲାଗଡ଼ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ…

“ଓଡ଼ିଆ ଜାତୀୟତା ପରିପୁଷ୍ଟ ହେବ। ସହ ଓଡ଼ିଆଙ୍କ ଭାବଗତ ଏକତା ଦୃଢ଼ୀଭୁତ ହେବ “

  Bhubaneswar(shasak prashasak) : ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତି ଏକ ସ୍ବାଗତଯୋଗ୍ୟ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଉଛି ବୋଲି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ…

ଦିନିକିଆ ରେକର୍ଡ : ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ରୋଗୀ ସୁସ୍ଥ ହେବାରେ ଆଜି ଦିନିକିଆ ରେକର୍ଡ  | ଗୋଟିଏ ଦିନରେ  ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ | ଫଳରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୮୯୪ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୧ ରହିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୋଷ ପ୍ରକାଶ।

ଭୁବନେଶ୍ୱର (ଶାସକ ପ୍ରଶାସକ) ବିପିୟୁଟି  ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ଦିନ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍…