ବିଏମସି ଏରିଆରେ ୧୯୦, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

0

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି  ୧୯୦ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୧୩୮ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୫୨ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୩ ଜଣରେ ପହଁଚିଥିବା ବେଳେ ୨୩୬୦ଜଣ ସୁସ୍ଥ ହେଲେଣି  | ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୩୮୩ ଏଯାବତ ସକ୍ରିୟ ଅଛନ୍ତି | କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଲୋକାଲ କଣ୍ଟାକ୍ଟ, ଦେଖନ୍ତୁ |

Leave A Reply

Your email address will not be published.