ଛି ଛି …..ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସାଜୁଛି ଦୁଷ୍କର୍ମକାରୀ 

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଥାନାରେ ମାମଲା ରୁଜୁ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାକୁ ଲଜ୍ଜା । ଏଥି ସହିତ ଖାକିରେ ଲାଗିଛି କଳଙ୍କ ଛିଟା । ଜିଲ୍ଲାର ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ କନେଷ୍ଟବଳ ତଥା ଥାନା ଗାଡ଼ି ଚାଳକ ଏମଡ଼ି ଆକବରଉଦ୍ଧିନଙ୍କ ନାମରେ…

ପାରଳାଖେମୁଣ୍ଡିରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ : ୧୦୮ ପଇଡ ପାଣିରେ ଶ୍ରୀ ଜିଉମାନଙ୍କ …

http://www.youtube.com/watch?v=dQ7m0mqzR4w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଗନ୍ନାଥ ମନ୍ଦିରରେ  ତିନି ଠାକୁର ବଳଭଦ୍ର , ସୁଭଦ୍ରା , ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା  ନୀତି କାର୍ଯ୍ୟକ୍ରମ ପୋଲିସ ଓ…

ସମ୍ପୂର୍ଣ ସୁସ୍ଥ ହୋଇ ବାହାରିଲା କୁନିଝିଅ ସାଇ ସମ୍ପୂର୍ଣ୍ଣା

ସମ୍ ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ : ମାତ୍ର ୫୦୫ ଗ୍ରାମର ଶିଶୁ କନ୍ୟା ଏବେ ସଂପୂର୍ଣ୍ଣ ସୁସ୍ଥ ଚାଲେଞ୍ଜ ଥିଲା ..ଦୁଇବର୍ଷର ଆନ୍ତରିକତା ପୁର୍ଣ ପ୍ରଚେଷ୍ଟା ଆଣିଦେଲା ବିରଳ ସଫଳତା  ଭୁବନେଶ୍ୱର(ଶାସକ ପ୍ରଶାସକ) : ସେମାନଙ୍କ ପାଇଁ ଚାଲେଞ୍ଜ ଥିଲା | ରିସ୍କ ଫ୍ୟାକ୍ଟର ବି ଥିଲା | ଆଉ…

ତାମିଲନାଡୁ ସରକାରଙ୍କ ଗୁରୁ ଚାଣ୍ଡାଳ ତ୍ରୁଟି :  ଓଡ଼ିଆ ଶ୍ରମିକଙ୍କୁ ବସେଇ ଦେଲେ ବିହାର ଟ୍ରେନରେ 

http://www.youtube.com/watch?v=Bo5AJSeAUUc  ଦିବସଙ୍କ ପ୍ରୟାସ ପରେ ମୁଜାଫରପୁରରୁ ଓଡିଶା ଫେରିଲେ 1000 ପ୍ରବାସୀ ଓଡ଼ିଆ  ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର  ଓ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ମିଳିତ ପ୍ରୟାସ ରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଫସିଥିବା …

ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର 

ଭୁବନେଶ୍ୱର : ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି I ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ  ଖବର  I ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ…

ଦେଢ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ; ଦୁଇ ଗିରଫ,ଏକ କାର ସିଜ୍

ପାଟଣାଗଡ / ବିମଳ କୁମାର ବାଗ : ଆଜି ଭୋରରୁ ପାଟଣାଗଡ ପଟୁ ଯାଉଥିବା ଏକ ୱାଗନର ଗାଡିକୁ ପାଟଣାଗଡ ପୁଲିସ ସନେ୍ଦହରେ ଅଟକାଇ ଥିଲା । ଅଟକ ଗାଡିକୁ ଯାଚଂ କରିବାରୁ ଗଡି ଭିତରୁ ବିପୁଲ ପରିମାଣର ବିଦେଶୀ ମଦ ମିଲିଥିବା ବେଳେ ଦୁଇ ଜଣକୁ ଗିରଫକରି କୋଟ ଚାଲଣ କରିଥିବା ଏକ ସାମ୍ବାଦିକ ସମ୍ମୀଳନିରେ…

ସଂଘବଦ୍ଧ ଆକ୍ରମଣ ଘଟଣା: ଫେରାର୍ ମୁଖ୍ୟ ଅଭିଯୁକ୍ତ ସଂଜୟ ଗିରଫ

ପାଟଣାଗଡ /ବିମଳ କୁମାର ବାଗ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବର୍ଥଲା ପଚାଂୟତ ବିଲେଇସାଥୀ ଗାଁରେ ସଂଘ ବଦ୍ଧ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ  ଘଟଣାରେ ଦୀର୍ଘ ପ୍ରାୟ କୋଡିଏ ଦିନ ପରେ ପୁଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫକରି ଆଜି ପାଟଣାଗଡ ପୁଲିସ କୋଟ ଚାଲଣ କରିଛି ।…

ପ୍ରଥମେ ହେମନ୍ତ, ତାପରେ ୧0 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୁର୍ଣ ଘଟଣାକ୍ରମରେ ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ରାଜ୍ୟ ସରକାର କୋବିଦ ୧୯ ପରଚେଜ କମିଟୀରୁ ହଟାଇବା ପରେ ଆଉ ଏକ ଆଦେଶ ବଳରେ ଆଉ ୧୦ ଜଣଙ୍କୁ କୋଭିଡି ପରିଚାଳନା ଡିଉଟିରୁ ଅବ୍ୟାହତି ଦେଇଛନ୍ତି |…

ରେଳବାଇ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ : ଓଡିଆ ପ୍ରବାସୀ ଶ୍ରମିକ ଟ୍ରେନରେ ଏକ ନବଜାତ ଶିଶୁର ଜନ୍ମ |

 ଟିଟିଲାଗଡ (ଗୌରବ ଦର୍ଜୀ):  ଆଜି ସକାଳେ ଲିଙ୍ଗାମପାଲି (ତେଲେଙ୍ଗାନା) ରୁ ବଲାଙ୍ଗୀରରେ ପହଞ୍ଚିବାକୁ  ଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଟିଟିଲାଗଡ ରେଲୱେ ଷ୍ଟେସନରେ ପହଞ୍ଚିଥିବା ବେଳେ ଡ୍ୟୁଟିରେ ଉପସ୍ଥିତ ଥିବା ରେଲୱେ ପ୍ରୋଟେକ୍ସନ ଫୋର୍ସର କନଷ୍ଟେବଳ ଙ୍କୁ ଏକ ମହିଳାର ପରିବାର ସଦସ୍ୟ…

କଲେଜ୍ ଫି ଛାଡ କରିବାକୁ ଛାତ୍ର  କଂଗ୍ରେସ ର ଦାବି।

ଟିଟିଲାଗଡ ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଧାନସଭା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କ କଲେଜ ଫି ଛାଡ଼ ସହ ତିନିଦଫା ସମ୍ବଳିତ ଏକ ଦାବିପତ୍ର କଲେଜ କପକ୍ଷଙ୍କୁ ପ୍ରଦାନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ସରାଫଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗୁରୁବାର କଲେଜ…