ବେଂଟକାର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପିପି କିଟ୍ ପ୍ରଦାନ କଲେ ବିଜେପି ନେତା ଦିଲୀପ ମଲ୍ଲିକ

କଟକ / ସ୍ୱତନ୍ତ୍ର ପ୍ରତିନିଧି :  କରୋନା ଯୋଦ୍ଧା  ଡାକ୍ତର, ନର୍ସଙ୍କ ବ୍ୟବହାର ନିମନ୍ତେ କଟକ ସଦର ବ୍ଲକ ଅନ୍ତର୍ଗତ ବୟାଳିଶ ମୌଜାସ୍ଥିତ ବେଂଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କିଛି ପିପି କିଟ୍, କଟନ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି । କଟକ ସଦର ବିଜେପି ନେତା ତଥା ରାଜ୍ୟ…

୧୩୦ ଆକ୍ରାନ୍ତ ହେଲା ବେଳକୁ ସୁସ୍ଥ ହେଲେ ୧୨୩ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୧୩୦ ଜଣ କରନା ପଜିଟିଭ ଚିହ୍ନଟ ହେଲା ବେଳକୁ ସୁସ୍ଥ ହୋଇଛନ୍ତି ପୂର୍ବରୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରେକର୍ଡ ସଂଖ୍ୟକ  ୧୨୩ ଜଣ ବ୍ୟକ୍ତି | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୬୦୪ରେ ପହଂଚିଛି | ସେମାନଙ୍କ ମଧ୍ୟରେ ଗଂଜାମ ୩୫, …

ପୁଣି ନୂଆ ୭ଟି କରୋନା ପଜିଟିଭ୍ ଚିହ୍ନଟ :  ଭିଡିଓ ବାର୍ତ୍ତାରେ ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

http://www.youtube.com/watch?v=whO3oB5yT0s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ( ଶୁକ୍ରବାର ଦିନ) ପୁଣି ନୂଆ ୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।ସେମାନଙ୍କ ମଧ୍ୟରୁ ୩ଜଣ…

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଧିକରୁ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ପରାମର୍ଶ ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)– ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ…

ରାଇସ ମିଲର୍ସଙ୍କ ମନମାନି, ମଣ୍ଡିରୁ ଧାନ ଉଠୁନି

ନୂଆପଡା(ଅମିତ କୁମାର ପୁରୋହିତ) ; ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହିଛି । ମିଲର୍ସଙ୍କ ମନମାନି ଯୋଗୁଁ ଧାନ ନ ଉଠୁଥିବା ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଧାନ ବସ୍ତା ସବୁ ବର୍ଷାରେ ଭିଜି ନଷ୍ଟ ହେଉଥିବାର ଚାଷୀ…

ବିଶ୍ବ ପରିବେଶ ଦିବସରେ ଓଡ଼ଗାଁ ବନାଞ୍ଚଳକୁ ମିଳିଛି ବଡ଼ ସଫଳତା

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ବିଶ୍ବ ପରିବେଶ ଦିବସରେ ଓଡ଼ଗାଁ ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା ।  ବିଶେଷ ସୂତ୍ରରୁ ଖବର ପାଇ  ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ ଓ ଅନ୍ୟମାନଙ୍କ ସହିତ…

ପିଲା ଓ ଅଭିଭାବକଙ୍କ ଭିତରେ ଖୁସିର ଲହରୀ : କିସ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁସ୍ତକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

କୁଚିଣ୍ଡା/ଜମନକିରା- ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ : ଲକଡାଉନ ଯୋଗୁଁ 'କିସ'ର ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇପାରୁନାହାନ୍ତି। ଯାହା ଫଳରେ ତାଙ୍କ ପାଖରେ  ପାଠ ପଢ଼ିବାରେ କିଛିଟା ଅସୁବିଧା ରହୁଥିଲା। ଏହାକୁ ଦୃଷ୍ଟିରେ ରଖି କିସ ଓ କୀଟର ପ୍ରତିଷ୍ଠାତା ଡ଼ା. ଅଚ୍ୟୁତ ସାମନ୍ତ ତାଙ୍କ…

ଅବହେଳା କରୁଥିବା ଠିକାଦାର ପ୍ରତି କିଏ ଦେଖାଉଛି ଅନୁକମ୍ପା !!!!

ପାଞ୍ଚବର୍ଷ ହେଲା ସରୁନି ନିର୍ମାଣ : ଅନ୍ଧାରରେ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବରଗଡ :- ରାଜ୍ୟର ମେଧାବୀ ଗରିବ ଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ରାଜ୍ୟ ସରକାରଙ୍କର ମହତ୍ଵକାଂକ୍ଷୀ ଯୋଜନା ଆଦର୍ଶ ବିଦ୍ୟାଳୟ । ରାଜ୍ୟର ପ୍ରତ୍ୟେକ ବ୍ଲକରେ ଖୋଲା ହେବାରେ ଲାଗିଛି ଏହି…

ଭକତଙ୍କୁ କରୋନା ଦଣ୍ଡ : ସ୍ନାନ ବେଦିରେ ତିନି ଠାକୁର, ଶୂନ୍ୟ ବଡଦାଣ୍ଡ

ଭକ୍ତ ବିନା , ସ୍ନାନ କରୁଛନ୍ତି ଭକତ ରଂକୁଣା  ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) : ବିନା ଭକ୍ତରେ ସ୍ନାନ ମଣ୍ଡପରେ କାଳିଆ ଠାକୁର | ଚାଲିଛି ପବିତ୍ର ସ୍ନାନ ପ୍ରକ୍ରିୟା | ହେଲେ ସାମନାରେ ସେବାୟତଙ୍କ ଛଡା ଭକତ ରଂକୁଣା ଭାବ କାଙ୍ଗାଳ କାଳିଆ ଠାକୁର ଆଜି ସାମନାରେ ଜଣେ ବି ଶ୍ରଦ୍ଧାଳୁ ନାହାନ୍ତି…