ନିଷ୍ପତ୍ତି ନେଲେ ସରକାର : ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ୱର(ଶାସକ ପ୍ରଶାସକ) : ‘ବନ୍ଦେ ଉତ୍କଳ ଜନନୀ’କୁ ଆଜି ରାଜ୍ୟ ସଂଗୀତର ମାନତା ଦେଇଛନ୍ତି ରାଜ୍ୟ ସରକାର | ଆଜି ଏ ନେଇ ଭିଡିଓ କନଫରେନସିଂରେ ଖାସ ଏହି ଗୋଟିଏ ପ୍ରସ୍ତାବ ରାଖୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।…

ବିମାନରେ  ଫେରୁଛନ୍ତି ଅଗମ୍ୟ ଅଂଚଳରେ ଫସିଥିବା ୩୫୦ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର/ଶାସକ ପ୍ରଶାସକ : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ଏକ ଅଭିଯାନ ହାତକୁ ନେଇଛନ୍ତି | ରେଳ ଯାତାୟାତ ଅବା ସଡକ ପଥରେ ଯାତାୟାତ ସମ୍ଭବ…

ବରଗଡ ଜିଲ୍ଲା ସୀମାନ୍ତ ବ୍ଲକ ମାନଙ୍କ ରେ ବଢିଛି ପଙ୍ଗପାଳ ଭୟ: ଚିନ୍ତାରେ ଚାଷି

ଝାରବନ୍ଧ-ମନୋହର ଦାଶ //ସାରା ଭାରତ ବର୍ଷ ରେ ଲୋକେ କରୋନା ସଙ୍କଟ ଭିତରେ ଗତି କରୁଥିବା ବେଳେ ଵର୍ତମାନ ଚାଷୀ ଙ୍କୁ ଘାରିଛି ପଙ୍ଗପାଳ ଭୟ ।ଛତିଶଗଡ ପଟୁ ପଙ୍ଗପାଳ ମାଡିଅସୁଥିବା ନେଇ ଛତିଶଗଡ଼ ର ସୀମାନ୍ତ ରେ ଥିବା ବରଗଡ଼ ଜିଲ୍ଲା ର ୬ଟି ବ୍ଲକ ର ଚାଷୀ ଚିନ୍ତିତ ହୋଇପଡିଛନ୍ତି ।ଚାଷି ଙ୍କ ସହ…

କୂଅରେ ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଭାଇଙ୍କ ଜୀବନ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଦୁଇ ଭାଇ କୂଅ ସଫା କରିବାକୁ ଯାଇ ଶ୍ବାସରୁଦ୍ଧ ହୋଇ ଶନିବାର ଦିନ ଅପରାହ୍ନରେ ପ୍ରାଣ ହରାଇଛନ୍ତି। ଘଟଣାରୁ ଜଣା ପଡିଛିଯେ ଜଗତପାଟଣା ଗ୍ରାମର ଟୁକୁନା…

ସହାୟତା ପାଇଁ ଦାବି କଲେ ସିନାପାଲି ଟେଣ୍ଟ, ଲାଇଟ, ଫୁଲ ଡେକୋରେଟର ସଂଘ 

ସିନାପାଲି /ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ସହର ଠାରେ ଥିବା ଟେଣ୍ଟ, ଲାଇଟ, ସାଉଣ୍ଡ, ବେଲୁନ, ଫୁଳ ଡେକୋରେଟ ସଂଘ ପକ୍ଷ ରୁ ସିନାପାଲି ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ | ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ସରକାର ଲକଡାଉନ ଘୋଷଣା ପରେ ଗତ ମାର୍ଚ୍ଚ ମାସ…

ଦୁଇ ଡାକ୍ତର ଓ ୬ କଏଦୀ କରୋନା ପଜିଟିଭ 

ସୁନ୍ଦରଗଡ଼ /ରାଉରକେଲା(ହୋରାଚାନ୍ଦ ଦେଉରିଆ)  : ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ)ର ଦୁଇଜଣ ଡାକ୍ତର ଓ ୬ ଜଣ ଜେଲ ଅନ୍ତେବାସୀ (କଏଦୀ)ଙ୍କୁ ମିଶାଇ ୧୮ଜଣ କୋବିଦ-୧୯ ପହିତିଭ ଚିହ୍ନଟ ହୋଇଛନ୍ତି | ଏକ  ଟୁଇଟ ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ  ପବନ କଲ୍ୟାଣ ସୂଚନା ଦେଇଛନ୍ତି |…

ସାଙ୍ଘାତିକ କେଳେଙ୍କାରୀରେ ବୁଡ଼ି ରହିଛି ଓଡ଼ିଶା ଔଷଧ ନିଗମ : ସୁଦର୍ଶନ

ଭୁବନେଶ୍ୱର (ଶାସକ ପ୍ରଶାସକ): ସରକାର କରୋନା ମୁକାବିଲା ପାଇଁ ଓଡିଶା ଔଷଧ ନିଗମ ମାଧ୍ୟମରେ ଯେଉଁ ଜିନିଷ ଯଥା ଟେଷ୍ଟିଙ୍ଗ କିଟ, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ କିଣିଛନ୍ତି ସେଥିରେ ସାଙ୍ଘାତିକ କେଳେଙ୍କାରୀ ଭରି ରହିଛି l…

ଓଡ଼ିଶାରେ ଆଉ ୭୫ ନୂଆ କରୋନା, ଜଣକର ପ୍ରାଣ ହାନି

ଭୁବନେଶ୍ୱର : ଓଡ଼ିଶାରେ ଆଉ ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି| ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୨୮୫୬ରେ | ଜଣକର ପ୍ରାଣ ହାନି ଘଟିଛି ଏଇ ରୋଗରେ |  ଆଉ ସେ ହେଉଛନ୍ତି ଗଂଜାମ ଜିଲ୍ଲାର | ମୃତ୍ୟୁ ସଂଖ୍ୟା ପହଂଚିଛି ୮ରେ |  ଗଂଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୪ରେ ପହଂଚିଛି…

କୋଭିଡ୍ – ୧୯ ମୁକାବିଲା ମୋଟ ଖର୍ଚ୍ଚର ଶ୍ୱେତ ପ୍ରକାଶ କରାଯାଉ 

ସାମଗ୍ରୀ କିଣାରେ ଦୂର୍ନୀତିର ତଦନ୍ତ ହେଉ :-ସି.ପି.ଆଇ.(ଏମ୍)  ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କରୋନା ମୁକାବିଲା ପାଇଁ ହେଉଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ସାର୍ବଜନୀନ କରିବା ସକାଶେ ସି.ପି.ଆଇ.(ଏମ୍) ପକ୍ଷରୁ ପୂର୍ବରୁ ଏକ ପତ୍ରରେ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ…

ଉତମ ଭିତିଭୂମି ଓ ଯୋଗାଯୋଗ ଆଧାରରେ ରାଜ୍ୟର ଅର୍ଥନୀତିକୁ ଆଗେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ମିଟିଂ • ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ବଡ ଲାଭ ନେଇପାରିବ ଓଡିଶା • ଭିତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗର ସମ୍ଭାବନା ନୂଆଦିଲ୍ଲୀ/ଭୁବନେଶ୍ୱର,…