101 ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧ ଲଗାଇବ ପ୍ରତିରକ୍ଷା ବିଭାଗ : ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେଇ ନିଜ ଦେଶରେ କରିବ ପ୍ରସ୍ତୁତି ।

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି ବଡ ଘୋଷଣା |  ୧୦୧ ରୀ ପ୍ରତିରକ୍ଷା ସାମଗ୍ରୀ ଆମଦନୀ ଉପରେ ଲାଗିବ ପ୍ରତିବନ୍ଧ | ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଆମ ଦେଶରେ ନିର୍ମିତ ହେବ ଏ ସବୁ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଲେ ଘୋଷଣା |

 ପ୍ରତିରକ୍ଷାମନ୍ତ୍ରୀ ଆଜି ଘୋଷଣା  କରିଛନ୍ତି ଯେ,ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ, ଡେମୋଗ୍ରାଫି ଏବଂ ଡିମାଣ୍ଡ ଉପରେ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ସ୍ପଷ୍ଟ ଆହ୍ବାନ ଦେଇଥିବା ବେଳେ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ସ୍ୱତନ୍ତ୍ର  ପ୍ୟାକେଜ ପ୍ୟାକେଜ ଘୋଷଣା କରିଛନ୍ତି | ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଆତ୍ମନିର୍ଭର ପଦକ୍ଷେପକୁ ଏକ ବଡ ଧରଣର ପ୍ରସ୍ତୁତି ପାଇଁ ମନ୍ତ୍ରଣାଳୟ ପ୍ରସ୍ତୁତ ଅଛି। ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ  ଧାର୍ଯ୍ୟ ସମୟ ସୀମା ପରେ  101 ଟି ଆଇଟମ୍ ଉପରେ ଆମଦାନୀ ପ୍ରତିବନ୍ଧକ ଲାଗୁ କରିବ | ଏହାକୁ ପର୍ଯ୍ୟାୟ କ୍ରମେ  2020 ରୁ 2024 ମଧ୍ୟରେ ଧୀରେ ଧୀରେ କାର୍ଯ୍ୟକାରୀ କରାଯିବ । 

Leave A Reply

Your email address will not be published.