“ମୋ ସରକାର”ଙ୍କ ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ସ୍ଵାଧୀନଙ୍କ ପରିବାର ପାଇଁ ଅବୁଝା

ଯୋଗ୍ୟତା ଥାଇ ବି ହିତାଧିକାରୀ ପାଉଛନ୍ତି କେଉଁ ଭୁଲର ସଜା ! ସରପଞ୍ଚ ଓ ବିଡିଓଙ୍କୁ ଜଣାଇଲା ପରେ ବି ସ୍ଵାଧୀନକୁ ମିଳିଲାନି ଘର  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…

ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦନା ନିଲମ୍ବିତ

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦକ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଥିବା ଜଣାପଡିଛି। ମୋଟାବାଡ଼ି ସମବାୟ ସମିତିର ଦାୟିତ୍ୱରେ ଥିବା ସହକାରୀ ସମ୍ପାଦକ ବିନୋଦ କୁମାର ରାଉତ ଅଫିସ କାର୍ଯ୍ୟରେ ଅବହେଳା,…

ଆଶ୍ବସ୍ତିକର ଅନୁପାତ : ଆକ୍ରାନ୍ତ ୨୯୯୪କୁ ସୁସ୍ଥ ହେଲେଣି ୧୯୯୩

 ଆଜି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ  ଭୁବନେଶ୍ୱର :  ଆଜି ସକାଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାଖାପାଖି ପହଂଚିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା  ପାଖପାଖୀ ୨୦୦୦ ଛୁଇଁବ ଛୁଇଁବ ହେଉଛି  ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କୁ ମିଶାଇ | ଗୋଟେ ସମୟରେ ଆକ୍ରାନ୍ତ…

ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ଜଣକ ମାନେଶ୍ଵର ବ୍ଲକ  ଅଂଚଳର ୨୪ ବର୍ଷ ବୟସ ଜଣେ ଯୁବତୀ  ଏବଂ ସେ ବ୍ଲକ ର ତବଲା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି…

ନାକ୍ଟିଦେଉଲ ବ୍ଲକ କିସିଣ୍ଡାରେ କେନ୍ଦୁପତ୍ର ତୋଲାଲିଙ୍କ ବୈଠକ

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) a: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ  ବ୍ଲକ୍ କିସିଣ୍ଡା ରେଞ୍ଜ ରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶତାଧିକ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସଙ୍ଗଠନ କୁ ଆହୁରି ସୁଦୃଢ…

କଳାପାଣିରୁ ପ୍ରବାସୀ ଓଡ଼ିଆଙ୍କ ଲେଉଟାଣି : ଏୟାର ଏସିଆ ବିମାନରେ ୧୮୦ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ମହାମାରୀ ପରିପେକ୍ଷୀରେ ସମଗ୍ର ଦେଶରେ ଲକ୍ ଡାଉନ ଯୋଗୁଁ, ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ନିରାପଦ ଭାବରେ ରାଜ୍ୟକୁ ଫେରାଇ ଆଣିବାକୁ ଅଭିଯାନ ହାତକୁ ନେଇଛନ୍ତି |  ରାଜ୍ୟ ସରକାର ନିଷ୍ପତ୍ତି…

ଗୃହ ସଙ୍ଗରୋଧରେ କେଜି : କାଲି କରିପାରନ୍ତି କୋବିଦ ପରୀକ୍ଷା 

ନୂଆଦିଲ୍ଲୀ ( ଏସପିବି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ନିଜ ବାସଭବନରେ ସଙ୍ଗରୋଧରେ | ଆସନ୍ତାକାଲି ସେ କରିପାରନ୍ତି କୋବିଦ ପରୀକ୍ଷା | ଏ ବିଷୟ ସୂଚନା ଦେଇଛନ୍ତି ଆମ ଆଦମୀ ପାର୍ଟିର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ସିଂ | " କେଜ୍ରିୱାଲଙ୍କୁ  ଜ୍ୱର ଓ କାଶ ଲକ୍ଷଣ…

ଆମ୍ବୁଲାନ୍ସ କାର ମୁହାଁମୁହିଁ ଧକ୍କା 3ଗୁରୁତର

(ଆଠମଲ୍ଲିକ -ସନ୍ତୋଷ ମେହେର ) ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କୁଣ୍ଡାଝରି ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ଅନଗୁଳ ରୁ ଆଠମଲ୍ଲିକ ଆସୁଥିବା 108 ଆମ୍ବୁଲାନ୍ସ ଆଠମଲ୍ଲିକ  ବିନିକେଇ ରୁ  ଯାଉଥିବା ଏକ ଇଣ୍ଡିକାକାର କୁ କୁଣ୍ଡାଝରି…

ଆଜି ପୁଣି ୧୩୮ ନୂଆ କୋବିଦ ପଜିଟିଭ : ୩୦୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା 

ଭୁବନେଶ୍ୱର : ଆଜି ପୁଣି ୧୩୮ ନୂଆ କୋବିଦ ପଜିଟିଭ ଚିହ୍ନଟ ହୋଇଛନ୍ତି | ୩୦୦୦ ପାଖାପାଖି ପହଁଚିଥିବା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୯୪ରେ  ପହଂଚିଛି | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟଙ୍କ ସଂଖ୍ୟା ୧୦୮୯ରେ ପହଂଚିଛି |  ଆଜି ଚିହ୍ନଟ…

କରୋନା ଟାଇମରେ ବି ପ୍ରକୃତିଛଡ଼ା କାମ ….ବିଚିତ୍ର ମାନସିକତା 

 ଧନୁପାଲି ଥାନା ଭତରା ମଠପାଲିରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସହ ୫ ଯୁବକ ଗିରଫ । ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ କରୋନା ଚାରିଆଡେ ଆତଙ୍କ ସୃଷ୍ଟି କରିଥିବା ବେଳେ ସାମାଜିକ ଦୂରତ୍ୱ ଉପରେ ସମସ୍ତେ ଧ୍ୟାନ ଦେଉଥିବା ବେଳେ କିଛି ଲୋକଙ୍କ ପାଇଁ ତାହା କିଛି ମାଇନେ ରଖିନି…