Sign in
Sign in
Recover your password.
A password will be e-mailed to you.
ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବାକୁ ଆହ୍ବାନ ଦେଲେ ଶାହା
ଓଡିଶା ଜନସମ୍ବାଦ ଭର୍ଚୁଆଲ ରାଲିକୁ ସମ୍ଭୋଧିତ କଲେ ଗୃହମନ୍ତ୍ରୀ ଅମିତ ଶାହା
ମୋଦିଜୀଙ୍କ ପ୍ରୟାସ ଦ୍ୱାରା ହୋଇଥିବା ଜନତା କର୍ଫ୍ୟୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେବ
ମୋଦି ଓଡିଶାବାସୀଙ୍କ ସହିତ ଚଟାଣ ଭଳି ଠିଆ ହୋଇଛନ୍ତି
ବିଜେପି କ୍ଷମତାକୁ ଆସିଲେ ହିଁ ଓଡିଶାର ବିକାଶ ହେବ
…
ଆଖି ବୁଜିଦେଲେ ଅର୍ଜୁନ
ଭଦ୍ରକ (ଶାସକ ପ୍ରଶାସକ) ଆଖି ବୁଜିଦେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ ଘଟିଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ଏହି ବରିଷ୍ଠ ନେତା ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ ତଥା ଅବିଭକ୍ତ…
କଥା ରଖିଲେ ସାଂସଦ ଅପରାଜିତା : ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜର କଲେ ଭୂମି ପୂଜନ
ଭୁବନେଶ୍ୱର(ମାନସୀ ମିଶ୍ର) : କଥା ରଖିଲେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ | ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ନାହାନ୍ତି । ପ୍ରତିଶ୍ରୁତି ଦେଇଥିଲେ ଆଉ ସାଂସଦ ହେବା ପରେ ପ୍ରଥମ ଲକ୍ଷ୍ୟ ଥିଲା ହଂସପାଳରେ କିପରି ଫ୍ଲାଇଓଭର ତିଆରି ହେବ | ଦୁର୍ଘଟଣା କମିବ ।…
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମାନୁନାହାନ୍ତି ଅପରାଜିତା : ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ନେତାମାନେ ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଆଜି ଫ୍ଲାଇଓଭର ଭୂମିପୂଜନ ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ଓ ତାଙ୍କ ସମର୍ଥକମାନେ…
ଋତୁକାଳୀନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ମାକ୍ସ ବଣ୍ଟନ
ବରଗଡ :- କୋରୋନା ମହାମାରୀର ଆକ୍ରମଣ ହେବା ପରଠାରୁ ଦେଶରେ ଲାଗିରହିଛି ଲକଡାଉନ । ବର୍ତ୍ତମାନ ଯଦିଓ ପର୍ଯୟକ୍ରମେ ଲକଡାଉନକୁ କୋହଳ କରାଯାଉଛି ତଥାପି ବର୍ତ୍ତମାନ ସୁଦ୍ଧା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ସମ୍ମୁଖରେ ଜୀବନ ଜୀବିକାର ସମସ୍ୟା ରହିଛି । ସରକାର ଙ୍କର ସହିତ ବହୁ ବଦାନ୍ୟ ବ୍ୟକ୍ତି…
ଲକ ଡାଉନ ମ୍ୟାରେଜ : ନିରାଡ଼ମ୍ବର ବାହାଘର, ସ୍ମରଣୀୟ କରିବାକୁ ରକ୍ତଦାନ ଶିବିର
ବରଗଡ :- ସାଧାରଣତଃ ପ୍ରଥା ଅଛି ଯେ ବିବାହର ପରଦିନ ବର ଘରେ ଭୋଜିର ଆୟୋଜନ ହୋଇଥାଏ । କିଛି ଲୋକଥାନ୍ତି ଯିଏ ଅନେକ ଆଡମ୍ବରରେ ବାହା ହେଇ ବିବାହ ଉତ୍ସବକୁ ସ୍ମରଣୀୟ କରିଥାନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ନିରାଡ଼ମ୍ବର ଭାବରେ ବାହା ହେଇ ଆଦର୍ଶ ପ୍ରତିପାଦିତ କରିଛନ୍ତି ।
ଗତ…
ପଶ୍ଚିମରୁ ବହିଲା ପ୍ରତିବାଦର ହାୱା : “ବନ୍ଦେ ଉତ୍କଳ ଜନନୀ” ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ
ରାଜ୍ୟ ସଙ୍ଗୀତ ଉତ୍କଳ କୈନ୍ଦ୍ରିକ ନହୋଇ ଓଡିଶା କୈନ୍ଦ୍ରିକ ହେବା ଆବଶ୍ୟକ ।
ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୪ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ
ଗୀତ ରଚନା ଓ ସଙ୍ଗୀତ ସଂଯୋଜନାକୁ ପ୍ରଶଂସା କିନ୍ତୁ ରାଜ୍ୟ ସଙ୍ଗୀତ ମାନ୍ୟତା କୁ ବିରୋଧ ।…
ବଜ୍ରପାତରେ ୯ଗୋରୁ ଗାଈ ମୃତ୍ୟୁ
ସଇଁନ୍ତଳା/ଟିଟିଲାଗଡ଼ (ଗୌରବ ଦର୍ଜୀ) : ଅଦିନିଆ ବର୍ଷା ସାଜିଲା କାଳ ଯମ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଗଣ୍ଡପତ୍ରାପାଳି ପଞ୍ଚାୟତ ବଡ଼ମାଲ ଶିଵ ମନ୍ଦିର ଖେଳପଡ଼ିଆ ଠାରେ ଗାଈ ଗୋରୁ ନିଜ ଭୋକ ମେଣ୍ଟାଇବା ପାଇଁ ପଡିଆକୁ ଚଳିବା ପାଇଁ ଆସିଥିଲେ ହେଲେ କଳା ସାଜିଲା…
ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର : ଦେଶୀ ମଦ ଯୋଗୁ ପ୍ରାଣହାନୀ ଅଭିଯୋଗ
ଟିଟିଲାଗଡ ରୁ ଗୌରବ ଦର୍ଜି : କରୋନା ମୁକାବିଲା ପାଇଁ ସରକାର ମଦ ବିକ୍ରି ବନ୍ଦ କରିବା ସହ ଅନେକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିୟମ ରହିଛି କିନ୍ତୁ ସଇଁନ୍ତଳା ଅଞ୍ଚଳ ରେ ବେଧଡକ ଚାଲିଛି ରନ୍ଧା ମଦ କାରବାର। ରନ୍ଧା ମଦ ପିଇ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବଲାଙ୍ଗିର…
ଅଧିକରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଣ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏମ୍ଜିଏନ୍ଆରଜିଏସରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ଲକ୍ଷ୍ୟ
ଭୁବନେଶ୍ୱର(ଶାସକ ପ୍ରଶାସକ)- ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି…