Sign in
Sign in
Recover your password.
A password will be e-mailed to you.
ଭାରସାମ୍ୟ ହରାଇ ବାଇକଯୋଗେ କଲଭର୍ଟରେ ପିଟିହୋଇ ଦୁର୍ଘଟଣା
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ:- ସଦରଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
କଂଗ୍ରେସ ଭବନରେ ଆକ୍ରମଣ ଘଟଣାକୁ ବିଜେଡି ଭିଆଇଛି : ପ୍ରଦୀପ ମାଝୀ
ଏ ଆକ୍ରମଣ ବିଜେଡି ଭିଆଣ ନା ଦଳୀୟ ଅସନ୍ତୋଷର ବିସ୍ଫୋରଣ !!!
ଭୁବନେଶ୍ୱର (ଶାସକ ପ୍ରଶାସକ)ଗତକାଲି କଂଗ୍ରେସ ଭବନରେ ଘଟିଯାଇଛି ଏକ ଅପ୍ରୀତିକର ଘଟଣା | କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଅନ୍ୟଙ୍କ ଉପରେ ହୋଇଛି ଆକ୍ରମଣ | ଗତକାଲି ଏହାକୁ ନେଇ ଦଳର କିଛି ପ୍ରତିକ୍ରିୟା ନଥିବା ବେଳେ ଦଳ…
ହାଇୱା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ
ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ସୋନପୁର ରାଜରାସ୍ତା ୫୭ ନମ୍ବର ସୁଦପଡା ରେଲୱେ ଫାଟକ ନିକଟରେ ହାଇୱା ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ଜଣକ ସୋନପୁର ଜିଲ୍ଲା ତରଭା ମଦଭାଟିର ମ୍ୟାନେଜର ଅନିଲ ଠାକୁର ବୋଲି ଜଣା ପଡିଛି। ବିହାର ଔରଙ୍ଗାବାଦର ଅନିଲ…
ସବୁଦିନର ରେକର୍ଡ ଭାଙ୍ଗି ଆଜି ଗୋଟେ ଦିନରେ ୨୨୫
ଓଡ଼ିଶାରେ ବି ରେକର୍ଡ ଭାଙ୍ଗିବା ମୂଡ଼ରେ କରୋନା
Bhubaneswar : ଆଜି ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିଥିବା ବେଳେ ଓଡ଼ିଶାରେ ବି କରିଛି ସର୍ବକାଳୀନ ରେକର୍ଡ | ଗୋଟିଏ ଦିନରେ ଆଜି କରୋନା ମାରିଛି ଡବଲ ସେଞ୍ଚୁରୀ | ମାନେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୨୨୫ ଜଣ | ଫଳରେ ରାଜ୍ୟରେ…
ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା
ଭୁବନେଶ୍ୱର : ସାରା ପୃଥିବୀରେ କରନା ମୃତ୍ୟ ସଂଖ୍ୟା ଡ଼େଇଁଲାଣି ୪,୨୫,୦୦୦ | ଭାରତରେ ମୃତ୍ୟୁ ସଂଖ୍ୟା ପହଂଚିଲାଣି ୮,୮୮୪ | ଏବେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ସର୍ବକାଳୀନ ରେକର୍ଡ ୧୧,୪୫୫ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ…
ଶତାୟୁ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ
ମୁମ୍ବାଇ : ଶତାୟୁ ତଥା ଭେଟେରାନ ପ୍ରଥମଶ୍ରେଣୀ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ | ତାଙ୍କୁ ୧୦୦ ବର୍ଷ ହୋଇଥିଲା | ତାଙ୍କର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ଓ ଦକ୍ଷିଣ ମୁମ୍ବାଇର ବାଳକେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ରାଇଜିଙ୍କ ଜ୍ବାଇଁ…
ଏମଜିଏନଆରଇଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ
ହାଟଡିହୀ(ମକରଧ୍ବଜ ଜେନା )- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ଯୋଜନା ରେ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି ଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ଲକ୍ଷାଧିକ ଟଙ୍କା ବିଲ କରାଯିବା ନେଇ ଅଭିଯୋଗ ହୋଇଥିବା ଘଟଣା…
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ :ମୟୂରଭଞ୍ଜକୁ ଗୁରୁତ୍ୱ
ଟିମରେ ସାଂସଦଙ୍କୁ ଗୁରୁତ୍ୱ ଓ ପୂର୍ବତନ ଜିଲ୍ଲା ସଭାପତିଙ୍କ ପତିଆରା ହ୍ରାସ
ବରିଷ୍ଠ ନେତା ଜୀବନ ସାହୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ପ୍ରକାଶ ପାଇଛି ଦଳୀୟ କର୍ମକର୍ତ୍ତାମାନଙ୍କ ନାମ…
ବିଳମ୍ବରେ ଆରମ୍ଭ ହୋଇ ବି ଶେଷ ପାଦିଆ ହେଲାଣି ରଥ ନିର୍ମାଣ କାମ
ଉଠିଲା ପାରା ଭାଡ଼ି, ଲାଗିବ ଓଲଟ ପାରା ଓ କଳସ
ମୁଣ୍ଡି ମାରିବାକୁ ଅଂଟା ଭିଡି ଲାଗିପଡିଛନ୍ତି ସମସ୍ତ ସେବକ
ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ବିଳମ୍ବରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ | ଆଶଙ୍କା ଭିତରେ ଥିଲେ ସମସ୍ତେ ଠିକଣା ସମୟରେ ରଥ କାମ ସରିବକି ନାହିଁ | ହେଲେ…
ସମ୍ବଲପୁରରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ୨୩ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
http://www.youtube.com/watch?v=IdpsNLeIoi4
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ୨ ଜଣ ବାମରା ବ୍ଲକ ଅଂଚଳର ଯଥା କ୍ରମେ ୨୦, ୩୨ ବର୍ଷ ବୟସ ଉଭୟେ ପୁରୁଷ ବୋଲି…