Sign in
Sign in
Recover your password.
A password will be e-mailed to you.
ଦୁର୍ଦ୍ଦିନରେ କାଳ କାରୁଛନ୍ତି ବାଜା କଳାକାର
ଧର୍ମଗଡ ରୁ ସୁଶାନ୍ତ ରାଉତ : ଧର୍ମଗଡ ବ୍ଳକ ଗ୍ରାମାଞ୍ଚଳରେ ରହୁଥିବା ବାଜା କଳାକାର ମାନେ ଗୁରୁବାର ଛିଲପା ପମ୍ପ ହାଉସ ଠାରେ ସାମାଜିକ ଦୂରତା ରଖି ଏକ ବୈଠକରେ ଯୋଗଦେଇଥିଲେ | ଏମାନେ ନିଜର ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଥିଲେ ଏହି କଳାକାରମାନେ ପ୍ରତିବର୍ଷ ଚାରିମାସ ବାଜା…
ଅନ୍ତର୍ଜାତୀୟ ସ୍ତରୀୟ ‘ ଓଡିଶୀ ରାଗ କଣ୍ଠ ସଙ୍ଗୀତ–୨୦୨୦’ ପ୍ରତିଯୋଗିତା : ପାରଳାଖେମୁଣ୍ଡିର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ମେ ମାସ ୨୯ ତାରିଖ ଠାରୁ ଜୁନ ମାସ ୫ତାରିଖ ପର୍ଯ୍ୟନ୍ତ "ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୂବନେଶ୍ୱର ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସ୍ତରୀୟ ' ଓଡିଶୀ ରାଗ କଣ୍ଠ ସଙ୍ଗୀତ--୨୦୨୦' ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ଟି କରୋନା ପଜିଟିଭ୍ : ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ରୁ ୪ଜଣ , ଆନ୍ଧ୍ରପ୍ରଦେଶରୁ ଜଣେ ଫେରନ୍ତା । ଚିହ୍ନଟ ହୋଇଥିବା…
ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ରକ୍ତଦାନ ଶିବିର
ବରଗଡ :- କୋରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ମଧ୍ୟ ଦେଶ ଆଂଶିକ ଲକଡାଉନ ଦେଇ ଗତି କରୁଛି । ଦେଶରେ ଲକଡାଉନ ଆରମ୍ଭ ହେବା ପରଠାରୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ପ୍ରତକ୍ଷ ଭାବରେ ପ୍ରତ୍ୟେକ ବ୍ଲକରେ କ୍ରମାଗତ ଭାବରେ ସେବା କାର୍ଯ୍ୟ ଜାରି ରଖାଯାଇଛି । ରନ୍ଧା ଖାଦ୍ୟ…
ଲୋକ ମାନିଲେନି : ସିଲ ହେଲା ମାର୍କେଟ ବିଲଡିଂ
ଭୁବନେଶ୍ୱର: ଗତକାଲି ଅସ୍ୱାଭାବିକ ଭିଡ ଓ କୋଭିଡ କଟକଣା ଅବମାନନା ଅଭିଯୋଗରେ କେତେକ ବଡ ଦୋକାନକୁ ସିଲ କରିବା ପରେ ଆଜି ସିଲ ହୋଇଛି ମାର୍କେଟ ବିଲଡିଂ |
ଲୋକଙ୍କୁ ଯେତେ ବୁଝେଇଲେ ବି ଲାଭ ହେଲାଣି | ଲୋକ ମାନିଲେନି | ଗହଳି ହେଲା | ସାମାଜିକ ଦୂରତା ବଦଳରେ ରଥଯାତ୍ରା ପରି ଦିହ ଘାସାଘଷି…
ସୁସ୍ଥ ହେଲେ ଆଉ ୧୨୦
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ୩୦ ଜଣ ଗଂଜାମରୁ, ୧୯ ଜଣ ଖୋର୍ଦ୍ଧାରୁ, ୧୪ ଜଣ ବାଲେଶ୍ୱରରୁ, 12 ଜଣ ବଲାଙ୍ଗୀରରୁ, ୯ ଜଣ ଢେଙ୍କାନାଳରୁ, ନୟାଗଡ ଓ ସୁନ୍ଦରଗଡରୁ ୭ଜଣ ଲେଖାଏଁ, 6 ଜଣ ଅନୁଗୁଳରୁ, ୫ ଜଣ କେନ୍ଦୁଝରରୁ, ଜଗତସିଂହପୁର ଓ ପୁରୀରୁ…
ସଙ୍ଗରୋଧରୁ ମୁକ୍ତ ପ୍ରବାସୀଙ୍କ ଠାରେ କରୋନା ପଜେଟିଭ ସାଜିଛି ମୁଣ୍ଡ ବିନ୍ଧା
କୋମଣ୍ଡ ସରପଂଚ ପଂଚାୟତକୁ କଲେ ୭୨ ଘଣ୍ଟିଆ ସଟଡାଉନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧରୁ ମୁକ୍ତ ପ୍ରବାସୀଙ୍କ ଠାରେ ପଜେଟିଭ ଚିହ୍ନଟ ହେଉଥିବା ଅଂଚଳ ପାଇଁ ମୁଣ୍ଡବିନ୍ଧା…
“କରୋନା ଯୁଦ୍ଧ ସରିନି : ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ”
କୋଭିଡ ମୁକାବିଲା :ଲକ୍ଡାଉନ ସମୟରେ ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା
ଲୋକଙ୍କୁ ଉତ୍ତମ ସେବା ଦେବାକୁ ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ…
କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ/ଏସପିବି : କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି | ଅଳିଆ ଗଦାରୁ ମିଳୁଛି ଶବ | ଆଉ ଏହି ମର୍ମରେ ୪ ରାଜ୍ୟଙ୍କଠାରୁ ରିପୋର୍ଟ ତଲବ କଲେ ସୁପ୍ରିମ କୋର୍ଟ | ସୁପ୍ରିମ କୋର୍ଟ କହିଛନ୍ତି ଯେ ଦେଶର ଡାକ୍ତରଖାନା ଗୁଡିକ କାରନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ…