ଚବିଶି ଘଂଟାରେ ୬୬,୯୯୯  ଆକ୍ରାନ୍ତ, ଯାଇଛି  ୯୪୨ ଜୀବନ 

14

 ଗତକାଲି ନମୁନା ଯାଞ୍ଚ ହୋଇଥିଲା  ୮,୩୦,୩୯୧

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୬,୯୯୯   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୨  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୩,୯୬,୬୩୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୫୩ ,୬୨୨  ଜଣ |  ଗତକାଲି ସୁଦ୍ଧା ୧୫ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି | ଏ ଯାବତ ଦେଶରେ ୧୬,୯୫,୯୮୨   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୭,୦୩୩  ରେ ପହଂଚିଛି |  ଏଯାବତ ଦେଶରେ ୨,୬୮,୪୫,୬୮୮  ନମୁନା ଯାଞ୍ଚ ହୋଇଥିବା ଗତକାଲି  ୮,୩୦,୩୯୧   ନମୁନା ପରୀକ୍ଷା ହୋଇଥିଲା | 

Leave A Reply

Your email address will not be published.