Sign in
Sign in
Recover your password.
A password will be e-mailed to you.
ଡିଜିଟାଲ ଏକ୍ସରେ ଓ ହାଇମାଷ୍ଟ ଲାଇଟ ଯୋଗାଇବେ ବିଧାୟକ ଅଧିରାଜ
ସିନାପାଲି/ ନିରାକାର ମେହେର -ସିନାପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁବାର ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକ ରେ ବିଭିନ୍ନ ମହତ୍ୱ ପୂର୍ଣ୍ଣ ବିଷୟ ରେ ନିଷ୍ପତ୍ତି ନିଆଯାଇଛି ।କେନ୍ଦ୍ର କୁ ଡିଜିଟାଲ ଏକ୍ସରେ ଓ ହାଇମାଷ୍ଟ ଲାଇଟ ଯୋଗାଇ ଦେବା ପାଇଁ ଖରିଆର ବିଧାୟକ ତଥା ରୋଗୀ…
ଆଜିପୁଣି ଚିହ୍ନଟ ୧୧୨ ଜଣ କୋବିଦ ଆକ୍ରାନ୍ତ, ଆଉ ଜଣକର ମୃତ୍ୟୁ
ଏନଡିଆରଏଫ / ଓଡିଆରଏଫ / ଅଗ୍ନିସମ ସେବାରୁ ୨୧
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଆଜିପୁଣି ଚିହ୍ନଟ ହୋଇଛନ୍ତି ୧୧୨ ଜଣ କୋବିଦ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୧୦୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳରୁ | ଜଣେ କୋବିଦ ରୋଗୀଙ୍କ ମୃତ୍ୟୁ ଘଟିଥିବା…
ସକାଳୁ ସକାଳୁ ଭିଜିଲାନ୍ସ ଖାପଚରେ ସିଡିଭିଓ( See the Video)
ବାରିପଦା(ଦିଲ୍ଲୀପ ମହାନ୍ତି) : ଆଜି ସକାଳେ ଭିଜିଲାନସ ଖାପଚ ରେ ପଡିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ । ବାରିପଦାରୁ ୩ ଲକ୍ଷ ୯୧ ହଜାର ଟଙ୍କା ନେଇ ଯାଉଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥରେ ବେତନଟୀଠାରେ ଭିଜିଲାନ୍ସ ହାତରେ ଧାରା ପଡିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା…
ଏନ୍ଆଇଆରଏଫ ରାଙ୍କିଙ୍ଗ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ…
ନର୍ସଙ୍କ ଉପରେ ଖସିପଡିଲା ସିଲିଙ୍ଗ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଜଣେ କାର୍ଯ୍ୟରତ ଷ୍ଟାପ ବୀଣା ପାଣି ପଟେଲଙ୍କ ମୁଣ୍ଡ ଉପରକୁ ସିଲିଙ୍ଗ ଛାତ ଖସି ପଡି ମୁଣ୍ଡରେ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଅଳ୍ପକେ ବର୍ତିଲେ ନର୍ସ ଜଣଙ୍କ।
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଘୋଷଣାକୁ କାର୍ଯ୍ୟକାରୀ କରିବା ଦାବି
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଏବିଭିପି l
ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ବଲାଙ୍ଗିରର ଏକ ପ୍ରତିନିଧି ମଣ୍ଡଳ ଘୋଷଣାରେ ସିମିତ ଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକାରୀ କରିବା ପାଇଁ…
ରାଉରକେଲାରେ ଶୋଭାଯାତ୍ରା ଘଟଣା: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ କଲେ ଭିଏଚପି ନେତା
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ରାଉରକେଲା ନାଲାରୋଡ଼ରେ ଗତ 8 ତାରିଖ ସନ୍ଧ୍ୟାରେ କରୋନା କଟକଣାକୁ ଖୋଲା ଖୋଲି ଉଲଙ୍ଘନ କରି ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହେବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା…
ସ୍ୱଚ୍ଛତାର ସହ ଚାଲିଛି ଏଠି ମନରେଗା ଦୁର୍ନୀତି : ଭୁତ ବି ପାଇଛନ୍ତି ଭତ୍ତା
ପ୍ରବାସୀ, ବୃଦ୍ଧ ଓ ମୃତ ବ୍ୟକ୍ତି ଙ୍କୁ ମଜୁରୀ ପ୍ରଦାନ, ବିନା କାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା
ହାଟଡିହି(ମକରଧ୍ବଜ ଜେନା) : କରୋନା ମହାମାରୀ ରେ ଶ୍ରମିକ ଶ୍ରେଣୀର ଲୋକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କ ଆର୍ଥିକସ୍ଥିତି କୁ ମଜବୁତ କରିବା ପାଇଁ ସରକାରୀ ଯୋଜନା କୁ ଅଧିକ ରୁ…
ପଶ୍ଚିମ ଓଡିଶା ହାତରେ ଦୁଇଟି ମୋର୍ଚ୍ଚା : ପ୍ରଦୀପଙ୍କୁ କୃଷକ, ଇରାଶିଷଙ୍କୁ ଯୁବ
ସ୍ମୃତିଙ୍କୁ ମହିଳା, ଅଭିଜ୍ଞ ଵିଭୂଙ୍କୁ ଏସସି ଏବଂ ଟୁଡୁ ସମ୍ଭାଳିବେ ଏସଟି ମୋର୍ଚା
ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଢ଼ିଛନ୍ତି ତାଙ୍କ ନୂଆ ଟିମ | ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି କର୍ମକର୍ତ୍ତାଙ୍କ ତାଲିକା। ଅନେକ ପୁରୁଣା…
ଟିମ ସମୀର : ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକ
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ରାଜ୍ୟ ସଂଗଠନର ମଙ୍ଗ ସମ୍ଭାଳିବାର ପାଖାପାଖି ପାଂଚ ମାସ ପରେ ଗଢ଼ିଛନ୍ତି ତାଙ୍କ ନୂଆ ଟିମ | ଦାୟିତ୍ୱ ନେବାର ପାଖାପାଖି ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ ପରେ…