Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ୨୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଆଜି ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୩୨ ବର୍ଷ ବୟସ ପୁରୁଷ ବୋଲି ଜଣାଯାଇଛି l ଦିଲ୍ଲୀ ରୁ ଫେରି ସେ ସରକାରୀ ସଂଘରୋଧ କେନ୍ଦ୍ର ରେ ଥିଲେ ବୋଲି ପ୍ରଶାସନ ପକ୍ଷରୁ…
ମଣିଷ ୨ ଜଣଙ୍କୁ ମାରିବା ପରେ ଶେଷରେ ଭାଲୁ ମଲା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତକାଲି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଣିଆଁବନ୍ଧ ଗ୍ରାମରେ ଭାଲୁ ମଣିଷ ଲଢେଇରେ ୨ ଜଣବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ଜଣାପଡି ଥିଲା। ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ…
ଆମେରିକା ଓ ଫିଲିପାଇନ୍ସରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ
“ବନ୍ଦେ ଭାରତ” ଯୋଜନାରେ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ
ଭୁବନେଶ୍ବର(ଶାସକ ପ୍ରଶାସକ) - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା ଓ ଫିଲିପାଇନ୍ସରେ ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ…
କରୋନା : ଆଜି ଏଣ୍ଟ୍ରି ଯେତିକି ଏକଜିଟ ସେତିକି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି . ସେତକି ସଂଖ୍ୟାର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଆଜି ରାଜ୍ୟରେ ୧୪୬ ଜଣ ପଜିଟିଭ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ରେ ପହଁଚିଥିବା ବେଳେ ୧୪୬ ଜଣ ସୁସ୍ଥ ହୋଇ ସୁସ୍ଥଙ୍କ…
ସୁଶାନ୍ତ ସିଂ ରାଜପୁତଙ୍କ ଅସମୟ ଆତ୍ମହତ୍ୟା: ଦୁଃଖରେ ମ୍ରିୟମାଣ ଆଇପିଏସ ଅମିତାଭ ଠାକୁର
ଭୁବନେଶ୍ୱର : ବଲିଉଡର ଜଣେ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅସମୟ ଆତ୍ମହତ୍ୟା ସମଗ୍ର ବଲିଉଡ ଓ ଦେଶର କଳାପ୍ରେମୀ ମହଲ ମର୍ମାହତ ହୋଇପଡିଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ଓଡିଶା କ୍ୟାଡର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର | ନିଜର ଜଣେ ପ୍ରିୟ…
ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ, ୪୦୦୦ ଟପିଲା
ଭୁବନେଶ୍ୱର :ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଆଉ ୧୮ ଜଣ ସାଧାରଣ ଅଂଚଳରୁ | ଆଜିର ୧୪୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୪୦୫୫ରେ | ଏ ଯାବତ ସୁସ୍ଥ ହୋଇଛନ୍ତି ୨୭୦୮ ଓ ଏବେ ସକ୍ରିୟ…
କରୋନା ଦଣ୍ଡ : ଶୋଚନୀୟ ପାରିବାରିକ ସ୍ଥିତି, ଭୁଶୁଡି ଯାଇଛି ଆର୍ଥିକ ମେରୁଦଣ୍ଡ
ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ରେ ନୃସିଂହନାଥ ମନ୍ଦିରର ସେବାୟତ ଓ ଦୋକାନୀ
ବରଗଡ :- କୋରୋନା ମହାମାରୀ ଆଜି ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଗତ ତିନି ମାସରେ ଅନେକ ଲୋକ ନିଜର ଜୀବନ ଜୀବିକା ସମ୍ପୁର୍ଣ୍ଣ ଭାବରେ ହରେଇ ସାରିଲେଣି । ମୁଖ୍ୟତଃ ଆମ ରାଜ୍ୟର ଧାର୍ମିକ…
ଟିଟିଲାଗଡରେ ବ୍ୟାପକ ନିଶା କଳା ବେପାର ଅଭିଯୋଗ : ନୀରବ ଦ୍ରଷ୍ଟା ଅବକାରୀ ବିଭାଗ।
ଟିଟିଲାଗଡ (ଗୌରବ ଦର୍ଜି)- ଟିଟିଲାଗଡ଼ ଅଞ୍ଚଳରେ ବେଆଇନ ନିଶା କାରବାର ବିଗତ ଦିନରେ ବୃଦ୍ଧି ପାଇଛି । ବେଆଇନ ନିଶା କାରବାରକୁ ରୋକିବା ପାଇଁ ଟିଟିଲାଗଡ଼ଠାରେ ଏକ ଅବକାରୀ କାର୍ଯ୍ୟାଳୟ ରହିଛି । କାର୍ଯ୍ୟାଳୟ ଅଛି ସତ କିନ୍ତୁ କାର୍ଯ୍ୟ କିଛି ନାହିଁ ବୋଲି ଚର୍ଚ୍ଚା ଚଳୁଛି। ଫଳରେ ଆଗାମୀ…
ହ୍ୟାଟ୍ରିକ ମାରିଲା କରୋନା
ନୂଆଦିଲ୍ଲୀ ( ଏସପିବି) ଲଗାତାର ତୃତୀୟ ଦିନ ପାଇଁ ୧୧ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧୧, ୫୦୨ ଜଣ | ଫଳରେ ଆଜି କୋବିଦ-୧୯ ଟାଲି ପହଂଚିଛି ୩,୩୨,୪୨୪ ରେ | ଆଉ ମୃତ୍ୟୁ ସଂଖ୍ୟା ପହଂଚିଛି ୯୫୨୦ | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଅର୍ଥାତ…
ଘନାଉଛି ଘୋଷ ଯାତ୍ରା ଅଡୁଆ: ସୁପ୍ରିମକୋର୍ଟରେ ରଥ ମାମଲା
ପୁରୀ(ଅନିମେଶ ପଟ୍ଟନାୟକ): ରଥଯାତ୍ରାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ରଥଯାତ୍ରା ସପକ୍ଷରେ ଉଚ୍ଚ ନ୍ୟାୟାଳୟ ମତ ଦେଇଥିବା ବେଳେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ। ଯାହାକୁ ଚାଲେଞ୍ଜ୍ କରି ଏବେ ସୁପ୍ରିମକୋର୍ଟରେ ମାମଲା କରାଯାଇଛି…