ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସହକାରୀ ଅଧିକାରୀଙ୍କ ଦେହାନ୍ତ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  : ଗତକାଲି ବିଳମ୍ୱିତ ରାତି ରେ ସୁନ୍ଦରଗଡ଼ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସହକାରୀ ଅଧିକାରୀ  ଗୋପୀନାଥ ସାହୁଙ୍କ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି।   ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତ ପାଟନା ଅଞ୍ଚଳର ନିବାସୀ ଥିଲେ  | ଗତ ଶୁକ୍ରବାର ଦିନସେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଘଟଣା ସ୍ଥଳରେ ଜଣକର ମୄତ୍ୟୁ 

ବରଗଡ଼:ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କୁମୁନିବାହାଲି ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ଘଟଣା ସ୍ଥଳରେ ଜଣକର ମୄତ୍ୟୁ ହୋଇଛି ।  ପଦ୍ମପୁର ବରଗଡ଼ ରାସ୍ତାର କୁମୁନିବାହାଲି ଛକ ନିକଟରେ  ଦୁଇ ବାଇକ ଆରୋହି ଭାରସାମ୍ୟ ହରାଇ ମୁହାଁ ମୁହିଁ ଜୋରଦାର ଧକ୍କା ହୋଇଛନ୍ତି । ଧକ୍କା ଏତେଜୋର…

ବଜ୍ରାଘାତରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତ୍ତର ଭାବେ ଆହତ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଂଜ ଜିଲ୍ଲା ବାଦାମ ପାହାଡ ଥାନା ଅଂଚଳ ଦେଇ ଯାଇଥିବା  ୨୨୦ନଂ ଜାତୀୟ ରାଜପଥର ପଢିଆଠାରେ ରାଇରଙ୍ଗପୁର ପଟୁ ବାଇକରେ ନବ ଦମ୍ପତି ଝାରପୋଖରିଆ ଥାନା ଅନ୍ତର୍ଗତ ପାନ୍ଧଡାକୁ ଫେରୁଥିବା ବେଳେ ବଜ୍ରପାତରେ ସ୍ବାମୀର ପ୍ରହ୍ଲାଦ  ଗୋଚ୍ଛାୟତଙ୍କ ମୃତ୍ୟୁ ହୋଇଥିବା…

ଭାଲୁ ଆକ୍ରମଣରେ ଆଉ ଜଣଙ୍କ ଜୀବନ ଗଲା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଭାଲୁ ଆକ୍ରମଣ ରେ ୨ ଜଣଙ୍କ ଜୀବନ ଯାଇଥିବା ବଳେ ଆଜି ଆଉ ଜଣଙ୍କ ଜୀବନ ଯାଇଛି।  ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ନାଏକ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ…

ସରପଞ୍ଚଙ୍କ  ଜିଲ୍ଲାପାଳ କ୍ଷମତା ପ୍ରୟୋଗ: ତିନି ପଞ୍ଚାୟତ ସଟଡାଉନ

ଝାରବନ୍ଧ- ( ମନୋହର ଦାଶ ): ବରଗଡ଼ ଜିଲ୍ଲ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ,ଭଇଁସାଦରହ।,ଝାରବନ୍ଧ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ନିଜ ଅଞ୍ଚଳର ଲୋକଙ୍କୁ ଏହି ମହାମାରୀ ରୁ ରକ୍ଷା କରିବା ପାଇଁ ୩ ଦିନ ପାଇଁ ସଟଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ର ବ୍ୟବହାର…

କରୋନା ଶିଖାଇଲା ସୁଚରିତାଙ୍କୁ କାରିଗରୀ ଶିଳ୍ପ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନାକୁ ନେଇ ଯେତିକି ସ୍ୱର୍ଶ୍ୱକାତର ପ୍ରସଙ୍ଗ ସାମ୍ନାକୁ ଆସୁଛି,ତl'ଠାରୁ ବଡ  ଖବର ବି ଅନେକ ସମୟରେନଜରକୁ  ଆସୁଛି। ବ୍ୟସ୍ତବହୁଳତା ଜୀବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ବ୍ୟବଧାନ ଓ ବିନା କାମରେ ଘରୁ ନବାହାରିବାକୁ ସାମାଜିକ ସଚେତନତା ଅନେକ…

ସଂଗରୋଧ କେନ୍ଦ୍ରରେ ଜୟ ଓଡିଶା ପାଳିଲା ରଜ

http://www.youtube.com/watch?v=8hjHMKHkgEE  ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ମୁଖ୍ୟ ରଜ ପର୍ବକୁ ଏକ ଅଭିନବ ଉପାୟରେ ପାଳନ କରିଛି ଜୟ ଓଡ଼ିଶା। ସାରା ରାଜ୍ୟ କୋରୋନା କଟକଣାରେ ବନ୍ଦୀ ହୋଇଥିବା ବେଳେ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ବି ଏମ୍…

ଟ୍ରେନରେ କଟି ଯୁବକ ଗୁରୁତର

ବଲାଙ୍ଗୀର/ ନିରୋଜ ମିଶ୍ର :ସକାଳ ପାଖାପାଖି ୬ ଟା ସମୟରେ ଜଲିଆ ଗ୍ରାମ ନିକଟରେ ଯାଇଥିବା ରେଳ ଲାଇନ କଡ଼ରେ ଏକ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବାର ସୂଚନା ମିଳିଥିଲା।  ମନୋଜ ନାଏକ ଏବଂ ତାଙ୍କ ସାଥି ମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଆହାତ ଯୁବକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ…

କୋଶଳ କମିଟି ହେଲ୍ପ ଲାଇନ ଆଉ ଦିବସ ସାହୁଙ୍କ ଉଦ୍ୟମରେ ୭୦ ପ୍ରବାସୀଙ୍କ ଘର ଲେଉଟାଣି 

 ବରଗଡ :- ବରଗଡ : ସାରା ଦେଶରେ ଚାଲିଛି ବର୍ତମାନ ଶ୍ରମିକ ମାନଙ୍କର ଘର ବାହୁଡା । ସେହି କ୍ରମରେ ଆମର ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ମଧ୍ୟ ବିଭିନ୍ନ ଉପାୟରେ ଘରକୁ ଫେରିବାର ଉଦ୍ୟମ କରୁଛନ୍ତି । ପଶ୍ଚିମଞ୍ଚଳର ଶ୍ରମିକ ମାନଙ୍କ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ପାଇଁ କୋଶଳ କମିଟି…

୧୧୫ଜଣଙ୍କ ମଧ୍ୟରୁ ୫ଜଣଙ୍କର ନମୁନା କରୋନା ପଜେଟିଭ  : ଜିଲ୍ଲାପାଳ 

ରାୟଗଡା(ଶାସକ ପ୍ରଶାସକ) - ରାୟଗଡ଼ା ଜିଲ୍ଲାରୁ ଗତ ତା ୧୧.୦୬.୨୦ରିଖଦିନ ୨୪ତମ ପର୍ଯ୍ୟାୟରେ ୧୧୫ଜଣଙ୍କର  ନମୁନା ପରୀକ୍ଷା ନିମନ୍ତେ RMRC ଭୁବନେଶ୍ୱରକୁ ପଠାଯାଇଥିଲା ସେଥିରୁ  ୫ଜଣଙ୍କର କରୋନା ପଜେଟିଭ ଆସିଥିବା ବେଳେ ୧୧୦ଜଣକର ଫଳାଫଳ  ନେଗେଟିଭି ଆସିଥିବା  ଜିଲ୍ଲା ମୁଖ୍ୟ ଚିକିତ୍ସା…