କରନ ପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ। 

0

ପୁଇଁନ୍ତଲା /ସନ୍ତୋଷ କର୍ମୀ :  ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କରନ ପାଲି ଗ୍ରାମରେ ଏକ ରକ୍ତ ଦାନ  ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ  ବିଧାୟକ ଡା. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ଶିବିରରୁ 26 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଅଛି। ପ୍ରଥମେ ଡା. ମହାଲିଙ୍ଗ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିଥିଲେ। ପରେ ସଦସ୍ୟ ମାନଙ୍କ ସହ ବୃକ୍ଷ ରୋପଣ କରିଥିଲେ। ସବାଶେଷରେ ଗ୍ରାମ ବାସୀ ଙ୍କ ସହ ସ୍ଥାନୀୟ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡିବିରି ଓ ସିଦ୍ଧିବିନାୟକ ର ସଦସ୍ୟ ମାନେ ପରିଚାଳନା କରିଥିଲେ।      

Leave A Reply

Your email address will not be published.