ଚବିଶି ଘଂଟାରେ ୬୩,୪୮୯ ଆକ୍ରାନ୍ତ, ଯାଇଛି  ୯୪୪ ଜୀବନ 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩,୪୮୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୪  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୫,୮୯,୬୮୨ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୭୭,୪୪୪ ଜଣ |  ଏ ଯାବତ ଦେଶରେ ୧୮,୬୨,୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୪୯,୦୩୬ ରେ ପହଂଚିଛି | 

 ଏଯାବତ ଦେଶରେ ୨,୯୩,୦୯,୭୦୩ ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ  ଅଗଷ୍ଟ ୧୫ ତାରିଖରେ ୭,୪୬,୬୦୮ ନମୁନା ଯାଞ୍ଚ କରାଯାଇଛି |   

Leave A Reply

Your email address will not be published.