କୋରୋନା କବଜାରେ କୋରୋନା ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂ

0

ବରଗଡ :- ରାଜ୍ୟ ସରକଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର କୋରୋନା ରିପୋର୍ଟ ପୋଜିଟିଭ ଆସିଥିବା ଆଜି ମାନ୍ୟବର ମନ୍ତ୍ରୀ ନିଜେ ଟ୍ୱିଟ କରି ଜଣାଇଛନ୍ତି । ମାନ୍ୟବର ମନ୍ତ୍ରୀ ଟ୍ୱିଟ ରେ ଉଲ୍ଲେଖ କରିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି । ଯେଉଁମାନେ ବିଗତ ଦିନରେ ତାଙ୍କର ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧ ରେ ରହି ନିଜର କୋରୋନା ପରୀକ୍ଷଣ କରେଇ ନେବାକୁ କହିଛନ୍ତି ।

Leave A Reply

Your email address will not be published.