ବିଏମସି ଏରିଆରେ ୧୯୮, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୯୪  ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

0

 ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୯୮ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୧୦୪   ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୯୪  ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭ ଜଣରେ ପହଁଚିଥିବା ବେଳେ ୩୫୬୭ ଜଣ ସୁସ୍ଥ ହେଲେଣି  | ୨୭   ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୮୮୭   ଏଯାବତ ସକ୍ରିୟ ଅଛନ୍ତି | କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୯୪ ଜଣ ଲୋକାଲ କଣ୍ଟାକ୍ଟ, ଦେଖନ୍ତୁ |

Leave A Reply

Your email address will not be published.