୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ On Aug 17, 2020 7 Share ଭୁବନେଶ୍ୱର : ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଅଧୀନରେ ପରିଚାଳିତ ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା 19 ତାରିଖ ଦିନ 11ଟା ସମୟରେ ପ୍ରକାଶ ପାଇବ । ଏ ବିସୟରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି । 7 Share FacebookTwitterGoogle+ReddItWhatsAppPinterestEmail