ନୂତନ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ। 

0

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ନୂତନ ଜିଲ୍ଲା ଯୋଗାଣ ଅଧିକାରୀ ଭାବରେ ଆଜି ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ ଯୋଗଦାନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀମାନଙ୍କ ତରଫରୁ ଶ୍ରୀ ସ୍ବାଇଁଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଛି। ଶ୍ରୀ ସ୍ବାଇଁ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଯୋଗାଣ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। 

 

Leave A Reply

Your email address will not be published.