ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ

0

ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ |  ଅଧିବେଶନ ସ୍ଥାନ ଏଯାଏ ନିର୍ଦ୍ଧାରିତ ହୋଇନାହିଁ। କୋଭିଡ କଟକଣାରେ ଗୃହ ପରିଚାଳନା ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ଡ଼ ସୂର୍ଯ୍ୟ ନାରାୟଣ ପାତ୍ର | ଏ ବିଷୟ ନିଜେ ବାଚସ୍ପତି ଡ଼ ପାତ୍ର ଟୁଇଟ କରି ସୂଚନା ଦେଇଛନ୍ତି | 

Leave A Reply

Your email address will not be published.