“ଭାରତୀୟ ଜୀବନ ବୀମା ନୀଗମ ସୁରକ୍ଷା ଦିିବସ”

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଆଜିି ବେହେଲାମାଳ ସ୍ଥିତ ଜୀବନଜ୍ୟାେତିି ଭବନ ଠାରେ ଅଖିଳ ଭାରତୀୟ ବୀମା କର୍ମଚାରୀସଂଘର ଆହ୍ବାନରେ ସର୍ବ ଭାରତୀୟ ସ୍ତରରେ ମଧ୍ୟାନ୍ନ ବିିରତିିରେ ସରକାରଙ୍କଘରୋଇକରଣ ନୀତିି ଓ ସରକାରୀ ବୀମା ଅଂଶକୁ ସେୟାର ଜରୀଆରେ ବିିକ୍ରୀ କରିିବାର ଷଡଯନ୍ତକୁ ପ୍ରତିିହତ ତଥା ବିିରୋଧ କରିି ଏକ ପ୍ରତିିବାଦ ସଭା କରାଯାଇ ଥି  ଲା ।ଏହିି ପ୍ରତିିବାଦ ସଭାକୁ ଆଶିଷ ଶୁକ୍ଳା ଅଧ୍ୟକ୍ଷତା କରିିଥିଲା ବେଳେ ଡିଭିିଜନର ଉପ ସଭାପତିି ରତ୍ନାକର ପ୍ରଧାନ ଯୋଗ ଦେଇ ଜୀବନ ବୀମା ଅଂଶ ଧନ ଓ ଆଜିିର ଅର୍ଥନୈତିିକ ତଥା ରାଜନୈତିିକ ଉପରେ ଆଲୋଚନା କରିିଥିଲେ।ଏହିି ସମୟରେ ବେଦବ୍ୟାସ ଭୋଇ,ଉଦିିତ ଉର୍ମା,ଦୋଲମଣି ଭଇଁସାଲ,ମେନକା ଗରଡିଆ,ସୁଶାନ୍ତ ପାଣିଗ୍ରାହୀ,ସାବିିତ୍ରୀ ଡୁଡୁମ,ନାରାୟଣପଶାୟତ,ଶଶିଭୁଷଣ ସା,କୁଞ୍ଜବିିହାରୀ ରୋହିିଦାଶ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.