ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ଉନ୍ନତି ପାଇଁ କାମ କରିବି :ମୁସ୍କାନ ଖାତୁନ 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଯୁକ୍ତ ଦୁଇ କମର୍ସ ବିଭାଗରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଶୀର୍ଷରେ ରହିଛନ୍ତି ମୁସ୍କାନ ଖାତୁନ। ଜଣେ ପେଣ୍ଟର ଭାବରେ ଜୀବିକା ନିର୍ବାହ କରୁଥିବା ମହମ୍ମଦ ନାସିର ଓ ଅଫସାନା ବେଗମଙ୍କ କନ୍ୟା ମୁସ୍କାନ ୪୭୦ ନମ୍ବର ଅର୍ଥାତ୍ ୭୮.୩୩…

 ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାର ଦେଲେଣି ୨୬୬ କୋଟି ଟଙ୍କା : ମନ୍ତ୍ରୀ 

"ନିର୍ମାଣ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଟଙ୍କାଏ ବି ଦେଇନାହାନ୍ତି " ବରଗଡ :- କରୋନା ସମୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଯୋଗାଇ ଦେଇଛନ୍ତି ସହାୟତା | ଯୁଦ୍ଧକାଳୀନ ଭିତ୍ତିରେ…

ଏମିତି ମଜଭୁତିଆ କାମ, ଟିକେ ବର୍ଷା ପଡୁ ପଡୁ ଶୋଇପଡ଼ିଲା 

ଦୋଷ ଲୁଚେଇବାକୁ ଠିକାଦାରଙ୍କ ଆକ୍ରାନ୍ତିଆ ଅପଚେଷ୍ଟା  ପଦ୍ମପୁର(ଶାସକ ପ୍ରଶାସକ) - କୋଟି କୋଟି ଟଙ୍କା ବ୍ୟୟରେ ପିଡବ୍ଲୁଡି ବିଭାଗ ଦ୍ଵାରା ପାଇକମାଲ ଅଞ୍ଚଳରେ ପୋଲ ଓ ଡ୍ରେନ ନିର୍ମାଣ ହେଉଛି । ହେଲେ ଯନ୍ତ୍ରୀ ମାନେ ଠିକ ଭାବରେ ତଦାରଖ କରୁନଥିବାରୁ ଠିକାଦାର ମାନେ ମଧଇଛ୍ଛା ଅତି ନିମ୍ନମାନର…

ଲଗାଣ ବର୍ଷା ରେ ଭାଙ୍ଗିଲା ଘର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ  କାଙ୍କଣପଡା  ଗ୍ରାମର ବିଜୟ ସ୍ୱାଇଁ ଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। ବିଜୟ ସ୍ୱାଇଁ ଜଣେ ଗରିବ ପରିବାର ହୋଇ ଥିବାରୁ…

ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

କପିଳଧାର ତଳେ ଦୁଇ ମୃତଦେହ ଠାବ, ଉଦ୍ଧାର ହେଲା ଜଣକର ମୃତଦେହ ବରଗଡ :- ଆଜି ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତ ରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲ DSP ଶ୍ରୀ…

କୋଭିଡ ମୁକାବିଲା: କେନ୍ଦ୍ରାପଡାର ପ୍ରତି ବ୍ଲକ୍‌କୁ ମିଳିବ ଭେଣ୍ଟିଲେଟରଯୁକ୍ତ  ଆମ୍ବୁଲାନ୍ସ  

http://www.youtube.com/watch?v=FmCYpiwShVU କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାର ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଆଗକୁ ସତର୍କ ରହି ଲଢେଇ ଜାରି ରଖିବାକୁ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ବର(ଶାସକ ପ୍ରଶାସକ): କେନ୍ଦ୍ରାପଡା ଜିଲ୍ଲାରେ…

କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର 

 ନୟାଗଡ଼ (ବିଶ୍ୱଜିତ ନାୟକ ) - କରୋନା ଯୁଦ୍ଧ ଲୋକଙ୍କ ପାଇଁ ଲଢୁ ଥିବା ଜଣେ କରୋନା ଯୋଦ୍ଧା ନିଜେ ଏ ଲଢେଇରେ ହାରିଯାଇଛନ୍ତି |  ଦିନକୁ ଦିନ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।ପ୍ରଥମେ ସହର , ଏବେ ଗାଁ ଗାଁରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ନୟାଗଡ଼…

ରେଡ ମଡ୍‍ର ସମ୍ପୂର୍ଣ୍ଣ ସୁବିନିଯୋଗରେ ହିଣ୍ଡାଲକୋ  ବିଶ୍ୱରେ ପ୍ରଥମ

ଖଣିରୁ ଉତ୍ତୋଳିତ ସାମଗ୍ରୀ ଉପରେ ସିମେଣ୍ଟ ଶିଳ୍ପର ନିର୍ଭରଶୀଳତା ହ୍ରାସ ଦିଗରେ ଏକ ବୃହତ ପଦକ୍ଷେପ ଏବଂ ୩% କ୍ଲିଂକର ର’ ମିକ୍ସର ସ୍ଥାନ ନେଉଛି ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଲୁମିନିୟମ ଏବଂ ତମ୍ବା ଉତ୍ପାଦନ  କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ…

୪୧ ଜଣ ଯୁବଛାତ୍ର ନେତାଙ୍କୁ ବିଜେଡି ଦେଲା ଦଳର ଯୁଗ୍ମ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ୪୧ ଜଣ ଯୁବ ଓ ଛାତ୍ରନେତାଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବିଭାଗ ଦାୟିତ୍ୱରେ ରଖାଯାଇଛି  ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ…

ବିଜେଡି ନିଯୁକ୍ତି ଦେଲା ୪୫ ସମ୍ପାଦକ

ଭୁବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର 45 ଜଣ ନେତାଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବିଭାଗ ଦାୟିତ୍ୱରେ ରଖାଯାଇଛି  ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) …