ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ କାଙ୍କଣପଡା ଗ୍ରାମର ବିଜୟ ସ୍ୱାଇଁ ଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। ବିଜୟ ସ୍ୱାଇଁ ଜଣେ ଗରିବ ପରିବାର ହୋଇ ଥିବାରୁ ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆବାସ ଯୋଜନାରେ ଏକ ଘର ଯୋଗାଇଦେବାକୁ ସେ ଦାବି କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post