ବିଶ୍ଵ ଯୋଗ ଦିବସ ପାଳିତ 

ହରଭଙ୍ଗା/ପ୍ରତାପ ମେହେର :-ବୌଦ୍ଧ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର  ତରଫରୁ ଆଜି ବିଶ୍ୱ ଯୋଗ ଦିବସ  ପାଳିତ ହୋଇଛି। ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ଵେଚ୍ଛାସେବୀ  ଦେବାର୍ଚ୍ଚନ୍ ମେହେର  ବାପୁଜୀ ନଗର ଠାରେ  ସାମାଜିକ ଦୂରତା ବ୍ୟବଧାନ ରେ  ବାପୁଜୀ କ୍ଲବ ର  ଯୁବକ ଓ ଯୁବତୀ ଙ୍କୁ ନେଇ…

ଛେଲିଆମାଲ ଯୁବତୀ ହତ୍ୟାକାଣ୍ଡ :  ହତ୍ୟାକାରୀକୁ ଧରିବାରେ ପାଇକମାଲ ପୋଲିସ ସଫଳ

ପଦ୍ମପୁର(ଶାସକପ୍ରଶାସକ)-ପାଇକମାଲ ବ୍ଳକ ଛେଲିଆମାଲ ଗ୍ରାମର ଯୁବତୀ ହତ୍ୟାକାଣ୍ଡର ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପାଇକମାଲ ପୋଲିସ । ହତ୍ୟାକାରୀ ହେଉଛି ସେହି ଛେଲିଆମାଲ ଗ୍ରାମର ତରଣୀ ମହାକୁର । ପ୍ରେମ ଓ ସନ୍ଦେହ କାରଣରୁ ଏହି ହତ୍ୟାକାଣ୍ଡଟି ଘଟାଇଥିବା ତରଣି ମହାକୁର ଦ୍ବିକାର କରିଛି।…

ଲେଖା ଥିଲା ଦୁଗ୍ଧ ଭ୍ୟାନ, ଯାଉଥିଲା ଗୋମାଂସ 

ବ୍ରହ୍ମପୁର/ ଡ଼ କୁମୁଦ ରଞ୍ଜନ ବେହେରା : କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋ ମାଂସ। ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମ…

ରଥଯାତ୍ରା ପ୍ରତିବନ୍ଧକ ଦୂରହେବା ଉଦେଶ୍ୟରେ ହୋମଯଜ୍ଞ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ରଥଯାତ୍ରା ପାଇଁ ଦେଖା ଦେଇଥିବା ପ୍ରତିବନ୍ଧକ ଦୂର ହେବା ତଥା ଆଗତ ହୋଇଥିବା ସମୀକ୍ଷା ଆବେଦନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ସପକ୍ଷରେ ରାୟ ପ୍ରଦାନ କରିବା ଉଦେଶ୍ୟରେ ଆଜି ସୁନ୍ଦରଗଡ଼ ମହେଶଡ଼ିହି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୪୭ ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

http://www.youtube.com/watch?v=m13fXg1mnyA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି (ରବିବାର ଦିନ)  ପୁଣି ନୂଆ ୪୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ତାମିଲନାଡୁ…

ପୌର କାର୍ଯ୍ୟାଳୟର ଦାୟିତ୍ବହୀନତାକୁ ଦାୟୀ କରି ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 କୋଭିଡ ମାମଲା ବୃଦ୍ଧି ନେଇ ଚିନ୍ତିତ ବ୍ରଜରାଜନଗରବାସୀ ଝାରସୁଗୁଡା :- ( ସୁବାଷ ସାହାରେ ) ବ୍ରଜରାଜନଗରରେ କୋଭିଡ - 19 ମାମଲା ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଭୀଷଣ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ଦିନରେ ୧୯ଟି ନୂଆ ମାମଲା ସାମନାକୁ ଆସିବା ପରେ ସମସ୍ତ ଜନସାଧାରଣ ଭୟଭୀତ ହୋଇ…

ପାଇକମାଲକୁ ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ

ପାଇକମାଲ :- ପାଇକମାଲ ଅଞ୍ଚଳରୁ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଆଜି ସନ୍ଧ୍ୟା ପାଞ୍ଚଟା ସମୟରୁ ଆସନ୍ତା 24 ତାରିଖ ସନ୍ଧ୍ୟା ପାଞ୍ଚଟା ପର୍ଯନ୍ତ ପାଇକମାଲ କୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ…

ଶହିଦ ଜବାନଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି

ପଦ୍ମପୁର/(ଶାସକ ପ୍ରଶାସକ )–  ଭାରତ ଏବଂ ଚିନ ସିମା ବତିର୍ ଗଲୱାନ ଉପତ୍ୟକାର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ  ଅଂଚଳରେ ଭାରତୀୟ ସେନା ବାହିନିର କିଛି ଜବାନଙ୍କୁ କିଛି ଚିନି ସୈନ୍ୟ ଙ୍କ ସହ ବିବାଦ ରେ ସହିଦ ହୋଇଥିଲେ। ଏହି ଘଟଣା ପରେ ଉଭୟ ଚିନ ଏବଂ ଭାରତ ସୀମାରେ ଅଶାନ୍ତି ବଢିବାକୁ ଲାଗିଥିବା…

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୮୬ କରୋନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ଲୋକଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୩୭୨୦ରେ |  ସୂଚନାଯୋଗ୍ୟ ଯେ  ପୂର୍ବର ସବୁ ରେକର୍ଡ ଭାଙ୍ଗି ଅନ୍ୟପକ୍ଷରେ  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ…

ପଦ୍ମପୁର ସହରକୁ  ୬୫ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଉପଜିଲ୍ଲାପାଳ 

ଯଦି କେହି ଅମାନିଆ ହେବେ , ତେବେ କାର୍ଯ୍ୟାନୁଷ୍ଠାନ : ଶ୍ରୀ ଦରଓ୍ବାନ ପଦ୍ମପୁର : ସହରରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରାଯାଇଛି। ପଦ୍ମପୁର ସହରକୁ  ୬୫ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଦ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ…