ରେଢାଖୋଲ ଆମ୍ ଆଦମୀ ପାର୍ଟି ତରଫରୁ ସହିଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଆଜି ରେଢାଖୋଲ ଆମ୍ ଆଦମୀ ପାର୍ଟି ପକ୍ଷରୁ ସ୍ଥାନୀୟ ଭୀମ ଭୋଇ ଛକ ଠାରେ ଗତ୧୫ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକଙ୍କ ଆକ୍ରମଣରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସହିଦ…

ସରକାରୀ ଜବରଦଖଲରେ ସରକାରୀ ରାସ୍ତା 

ବେପରୁଆ ନିର୍ମାଣ ଯୋଗୁ ପିଡ଼ବ୍ଲ୍ୟୁଡି ରୋଡକୁ ମାଡ଼ି ଆସିଛି କୋର୍ଟ ଫାଟକର ପିଣ୍ଡି ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼-ଭଞ୍ଜନଗର ୨୧ନମ୍ବର ରାଜ୍ୟ ରାଜପଥ ପାଶ୍ୱର୍ରେ ନୂତନ ଭାବେ ନିର୍ମିତ କୋର୍ଟ ବିଲଡିଙ୍ଗ ଫାଟକ ଉଭୟ ପାଶ୍ୱର୍ର ପିଣ୍ଡି ମୂଖ୍ୟ ରାସ୍ତା ଉପରକୁ ମାଡିିଆସି…

କଟକଣା ଭିତରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ବାଦି

ଜଗନ୍ନାଥ ସେବାୟତ ସଂଘ, ଜଗନ୍ନାଥ ବାହିନୀ ଓ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରାର୍ଥନା  ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା କଟକଣା ବାରିପଦାରେ ଶ୍ରୀ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା…

ବିବାହ ବାର୍ଷିକୀ ଓ ଜନ୍ମଦିନ ପାଳନ କରି ସଂକ୍ରମିତ ହେଲା କରୋନା 

http://www.youtube.com/watch?v=yAvuy1vbHek ଦୁଇ ପରିବାରର ମୁଖ୍ୟଙ୍କ ନାମରେ ମାମଲା ରୁଜୁ କଲା ଜିଲ୍ଲା ପ୍ରଶାସନ ଝାରସୁଗୁଡା /ସୁବାଷ ସାହାରେ : : ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥାଇ ପୁଅର ଜନ୍ମଦିନ ପାଳନ କରିବା ଏବଂ ଆଉ ଏକ ବିବାହ ବାର୍ଷିକୀ ଉତ୍ସବରେ ପଡ଼ୋଶୀ ମାନେ ଅଂଶଗ୍ରହଣ କରିବା…

ଆଇନଗତ ଦାୟିତ୍ୱକୁ ଭୁଲିଗଲା କେମିତି ପୋଲିସ !!!

ଟ୍ରଲିରେ ବୁହା ହୋଇ ଜଙ୍ଗଲରେ ପୋତା ହେବାକୁ ଯାଉଥିଲା ଶବ । ମୃତ୍ୟୁ ପରେ କାନ୍ଧ ଦେବାକୁ ନଥିଲେ ଆତ୍ମୀୟ ପରିଜନ ଶବ ଜବତ ପରେ ପୋଷ୍ଟମର୍ଟମ ନକରି ଶେଷକୃତ୍ୟ ପାଇଁ ପଠାଇବା ସନ୍ଦେହରେ  ମିଡ଼ିଆ ହସ୍ତକ୍ଷେପ ପରେ ଘରୋଇ ଆମୁଲାନ୍ସରେ ଶ୍ମଶାନ କୁ ଦାହ ପାଇଁ ଗଲା…

ବେପରୁଆ ବିଦ୍ୟୁତ ବିଭାଗ : ସମସ୍ୟା ଦୂର ହେଉନି, ଖାଲି ବଦଳୁଛି ବାହାନା

ଟିଟିଲାଗଡ (ଗୌରବ ଦର୍ଜି)-ଋତୁ ପରିବର୍ତ୍ତନ ହୁଏ କିନ୍ତୁ ଟିଟିଲାଗଡ ର ବିଦ୍ୟୁତ୍ ସମସ୍ୟା ପରିବର୍ତ୍ତନ ହୁଏ ନାହିଁ, କେବଳ ସମସ୍ୟାର କାରଣ ବଦଳି ଥାଏ। ଗ୍ରୀଷ୍ମ ଋତୁରେ କାରଣ ହୋଇଥାଏ ବିଦ୍ୟୁତ୍ ର ଅତ୍ୟଧିକ ବ୍ୟବହାର ଯୋଗୁଁ କ୍ଷମତା କମ୍ ହୋଇଯିବ । ବର୍ଷା ଋତୁରେ ପବନ , ବର୍ଷା, ଓ ତାର…

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ପୂର୍ବ ଭାରତର ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା • କୋଇଲା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଝାଡଖଣ୍ଡର ସ୍ଥାନୀୟ ଅର୍ଥନୀତି ସୁଦୃଢ କରିବ • ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଝାଡଖଣ୍ଡକୁ ଅଧିକ ଲାଭ ମିଳିଛି •…

ପୂର୍ବ ତଟ ରେଳପଥ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ଭୁବନେଶ୍ୱର(ଶାସକ ପ୍ରଶାସକ)  : ଆୟୁସ୍ ମନ୍ତ୍ରଣାଳୟର “ଘରେ ଯୋଗ” ପାଇଁ ପ୍ରଦାନ କରିଥିବା ନିୟମାବଳୀ ଅନୁସାରେ ପୂର୍ବ ତଟ ରେଳପଥ ପକ୍ଷରୁ “ଆନ୍ତର୍ଜାତିକ ଯୋଗ ଦିବସ” ପାଳନ ହୋଇଯାଇଛି । ଦେଶରେ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ଼୍-୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରିବାକୁ ସରକାରଙ୍କ…