Sign in
Sign in
Recover your password.
A password will be e-mailed to you.
ଡେଙ୍ଗୁ, ମ୍ୟାଲେରିଆ ଓ କୋଭିଡ୍-୧୯ ନିରାକରଣ ସମ୍ପର୍କିତ ବୈଠକ
ଚମ୍ପୁଆ,(ଶାସକ ପ୍ରଶାସକ) : ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯) ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚମ୍ପୁଆ…
ଶେଷରେ ବଦଳିଲେ ବିବାଦୀୟ ବିଡ଼ିଓ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଳମ୍ବରେ ହେଲେ ମଧ୍ୟ ଶେଷରେ ବାରିପଦା ବ୍ଲକର ବିବାଦୀୟ ବିଡ଼ିଓ ସରୋଜ କୁମାର ଦାଶ ବଦଳିଲେ । ଜୁନ ୧୯ରେ ବିଡ଼ିଓ ଶ୍ରୀଦାଶ ଆକୁଳ ଚନ୍ଦ୍ର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବାର ଜଣାପଡ଼ିଛି । ସେହିପରି ବାରିପଦା ପୌର ପରିଷଦର ଅତିରିକ୍ତ ଦାୟିତ୍ୱ…
ଆଜି ରାଜ୍ୟରେ ରେକର୍ଡ : କରୋନା ଯୋଦ୍ଧାଙ୍କ ପାଇଁ ବଡ ସଫଳତା
ଗୋଟିଏ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୩୭ ଜଣ
ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ହୋଇଛି ରୋଗୀ ସୁସ୍ଥ ହେବାରେ | ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୩୭ ଜଣ | ଫଳରେ ରାଜ୍ୟରେ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା …
ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ : ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ
ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ବାରଦୁଆର ଗର୍ଭବତୀ ଯୁବତୀ ।
ମୁରିବାହଲ୍ /ଟିଟିଲାଗଡ-ଗୌରବ ଦର୍ଜି : ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ ରେ । ଗତ ସେପ୍ଟେମ୍ୱର ମାସରେ ଜଣେ ନାବାଲିକାକୁ ବିବାହ ହେବାର…
ରଥଯାତ୍ରା ନେଇ ଅଦାଲତକୁ ଭୂଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ, ସାଲଭେ, ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନାଁରେ…
ପୁରୀ(ଅନିମେଶ ପଟ୍ଟନାୟକ) : ରାଜ୍ୟ ସରକାର ମାନ୍ୟବର ଅଦାଲତଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ସରକାରଙ୍କ ତରଫରୁ ହରିଶ ସାଲଭେ ରଥଯାତ୍ରା ହେଲେ ୧୦ରୁ୧୨ ଲକ୍ଷ ଲୋକ ହେବେ ବୋଲି ଏକ ଭିତ୍ତିହୀନ ତଥ୍ୟ ଉପସ୍ଥାପନ କରିଥିଲେ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏ ନେଇ ଯୁବ କଂଗ୍ରେସ ତରଫରୁ…
ଓଡିଶା ସମେତ ୬ ରାଜ୍ୟରେ ଲୋକର୍ପିତ ହେଲା “ଗରିବ କଲ୍ୟାଣ ରୋଜଗାର ଅଭିଯାନ”
http://www.youtube.com/watch?v=h55wTgBFTAs
ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଲା ଶୁଭାରମ୍ଭ
• ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କଲେ ପଞ୍ଚାୟତିରାଜ,ପାନୀୟ ଜଳ, ନଗରଉନ୍ନୟନଓ ଗୃହନିର୍ମାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା
•…
ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ସର୍ବାଧିକ ଗଂଜାମ ଜିଲ୍ଲାରୁ ୫୭ ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୫୦ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୯ ଜଣ ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ…
ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା : ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ପତ୍ର
ମିଶନ ବାବଦ ୨୦୨୦-୨୧ ପାଇଁ ୮୧୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁମୋଦନ
ନୂଆଦିଲ୍ଲୀ (ଏସପିବି) ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ…
ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଆଜି ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ନେଲସନ ମଣ୍ଡେଲା ଶହୀଦ ଛକ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା…
ଶୋକାକୁଳ ବଡ଼ଚମ୍ପାଉଦା , ଲୁହରେ ହେଲା ସଭିଙ୍କ ଆଖି ଓଦା
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ ସମ୍ପନ୍ନ
ନୁଦୁରାମ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଲା ରାଇଙ୍ଗପୁର ଉପଖଣ୍ଡର ଗଗନପବନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୀନ ସେନା ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ…