ଦେଶରେ କରୋନା  ୬୮,୮୯୮/୯୮୩

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୮,୮୯୮  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୮୩  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୯,୦୫,୮୨୪  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୯୨,୦୨୮   ଜଣ |  ଏ ଯାବତ ଦେଶରେ ୨୧,୫୮,୯୪୭    ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୫୪,୮୪୯   ରେ ପହଂଚିଛି | 

ଅପରପକ୍ଷରେ ଏଯାବତ ଦେଶରେ ୩,୩୪,୬୭,୨୩୭   ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ  ଅଗଷ୍ଟ ୧୫ ତାରିଖରେ ୮,୦୫,୯୮୫   ନମୁନା ଯାଞ୍ଚ କରାଯାଇଛି |  

Leave A Reply

Your email address will not be published.